“କ୍ଷମତାକୁ ଆସିଲେ ଘଣ୍ଟାଏ ଭିତରେ ରାଜ୍ୟରୁ ହଟାଇବୁ ମଦ ବ୍ୟାନ”
ପାଟନା: କ୍ଷମତାକୁ ଆସିଲେ ଘଣ୍ଟାଏ ଭିତରେ ବିହାର ରାଜ୍ୟରୁ ମଦ ବ୍ୟାନ ହଟାଇଦେବୁ । ଏପରି କିଛି ବଡ ଘୋଷଣା କରିଛନ୍ତି ବିହାର ରାଜନୀତିରେ ନିଜର ପାଦ ଥାପିବାକୁ ଯାଉଥିବା ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରାଜ ମୁଖ୍ୟ ପ୍ରଶାନ୍ତ କିଶୋରୀ ।
ତେବେ ଅକ୍ଟୋବର ୨ରେ ଜନ ସୁରାଜର ପ୍ରତିଷ୍ଠା…