ଶିକାରୀ ଗୁଳିରେ ବୃଦ୍ଧ ଗୁରୁତର
ଅନୁଗୁଳ: ଶିକାରୀ ଗୁଳିରେ ବୃଦ୍ଧ ଗୁରୁତର। ଠାକୁରଗଡ଼ ଥାନା ଜନକପୁର ଗାଁ ନିକଟ ଜଙ୍ଗଲରେ ଗୁଳିମାଡ଼ ହୋଇଥିବା ଖବର ଆସିଛି। ଜଙ୍ଗଲକୁ ଛତୁ ଖୋଜିବାକୁ ଯାଇଥିବା ବେଳେ ଏହି ଗୁଳିମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅନୁଗୁଳ ଜିଲ୍ଲା…