ବିଲ୍ଡିଂର ସେଣ୍ଟ୍ରିଂ ଚାଲିଥିବାବେଳେ ଛିଣ୍ଡି ପଡିଲା କ୍ରେନ୍
ଭୁବନେଶ୍ୱର: ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଖସିଲା କ୍ରେନ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭୁବନେଶ୍ବର ୟୁନିଟ୍-୮ ଓଏମସି କଲୋନୀରେ ଚାଲିଥିଲା ନିର୍ମାଣ କାର୍ଯ୍ୟ ।
ଖବର ମୁତାବକ, ଆଜି ରାଜଧାନୀର ଓଏମସି କଲୋନୀରେ ୧୦ ତାଲା ବିଲ୍ଡିଂର…