Latest Odisha News

BREAKING NEWS

ମାୟାନଗରୀରେ ବର୍ଷା ବିତ୍ପାତ: ଭାଙ୍ଗିଲା ୩ ମହଲା କୋଠା, ଚାପି ହୋଇ ରହିଛନ୍ତି ଲୋକ!

ମୁମ୍ବାଇ: ମାୟାନଗରୀରେ ଏବେ ତାଣ୍ଡବ ରଚୁଛି ବର୍ଷା । ଚାରି ଆଡେ ଜଳମଗ୍ନ । କେଉଁଠି ଘରେ ପାଣି ପଶିଲାଣି ତ ଆଉ କେଉଁଠି ଗଛ ଓ ଘର ଧସେଇ ପଡିଲାଣି । ଆଜି ବଡି ଭୋରୁ ମଧ୍ୟ ସେହି ସମାନ ପରିସ୍ଥିତି ଦେଖାଦାଇଛି । ମୁମ଼୍ବାଇ ସହରର ନିକଟବର୍ତ୍ତୀ ଶାହବାଜ ଗ୍ରାମରେ ଏକ ୩ ମହଲା ଘର ଭୁଶୁଡ଼ି…

ରାଜ୍ୟରେ ବର୍ଷା ବିତ୍ପାତ, ଫୁଲୁଛି ନଦୀ, ଯାତାୟାତ ଠପ୍

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା କାରଣରୁ ନଦୀ ନାଳ ଫୁଲିବାରେ ଲାଗିଛି। ଏପଟେ ବଙ୍ଗୋପସାଗର ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର। ଫଳରେ ରାଜ୍ୟରେ ଆଗକୁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ…

ସୀମାରେ ଆତଙ୍କୀ ଆକ୍ରମଣ: ଜଣେ ଯବାନ ସହିଦ, ୪ ଆହତ

କୁପଓ୍ବାଡା: ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ପରେ ଆତଙ୍କୀକ ଉପଦ୍ରବ ଟିକିଏ କମିଥିଲା ବେଳେ ଏବେ ପୁଣି ତେଜିଛି ଆତଙ୍କୀ ହମଲା । ସେପଟେ ବର୍ଷା ଦିନ କାରଣରୁ ଆତଙ୍କୀଙ୍କ ଉତ୍ପାତ ଅଧିକ ମାତ୍ରାରେ ବଢିଛି । ଆଜି ସକାଳେ ପୁଣି ଆତଙ୍କବାଦୀ ଓ ସୈନ୍ୟଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ…

“ସମସ୍ତଙ୍କୁ ମିଳିବ ତାଙ୍କର ହକ୍, ଏ ସରକାର ପୂର୍ବ ସରକାର ଠାରୁ ଭିନ୍ନ”

ଭୁବନେଶ୍ବର: ଆଜି ଓଡ଼ିଶା ଗସ୍ତରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ । ଏନେଇ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ବଡ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଓ ଏବେକା ସରକାର ମଧ୍ୟରେ ବହୁତ ତଫାତ ରହିଛି । ଆମ ସରକାର…

ବସ୍ ରୁ ଗାଏବ ହେଲା ୫ଲକ୍ଷ ଟଙ୍କା ସହ ୧୭ କେଜି ରୂପା, ଥାନାରେ ଏତଲା

ଖଲ୍ଲିକୋଟ: ରୂପା ବ୍ୟବସାୟୀଙ୍କ ଠାରୁ ରୂପା ଲୁଟି ନେଲେ ଚୋରା। ବ୍ରହ୍ମପୁର ଠାରୁ କୋଲକାତା ଅଭିମୁଖେ ଯାଉଥିବା ଖମ୍ବେଶ୍ବରୀ ବସ୍‌ ରେ ଜଣେ ରୂପା ବ୍ୟବସାୟୀ ୧୭କେଜି ରୂପା ସହ ୫ଲକ୍ଷ ଟଙ୍କା ନେଇ କୋଲକାତା ଯାଉଥିବା ବେଳେ ବାଟରେ ହେଲା ଚୋରି। ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।…

ପୁଣି ଲଘୁଚାପ, ଆହୁରି ୪ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ଏବଂ ତତସଂଲଗ୍ନ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ଉତ୍ତର ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ ୪ ଦିନ ପ୍ରବଳ ବର୍ଷିବ ବୋଲି…

ମହାରାଷ୍ଟ୍ର କୋହ୍ଲାପୁରରେ ବନ୍ୟା, ୫ ହଜାରରୁ ଅଧିକଙ୍କୁ ସ୍ଥାନାନ୍ତର

ମୁମ୍ବାଇ: ମହାରାଷ୍ଟ୍ର କୋହ୍ଲାପୁରରେ ବନ୍ୟା ପରିସ୍ଥିତି ଉପୁଜିଛି। ଫଳରେ ୫ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏବେବି ବିପଦ ସଙ୍କେତ ଉପରେ ରହିଛି ପଞ୍ଚଗଙ୍ଗା ନଦୀର ଜଳସ୍ତର। ବନ୍ୟା ଯୋଗୁଁ ୧୦ଟି ରାଜ୍ୟ ରାଜପଥ ସହ ୫୪ଟି ରାସ୍ତାରେ ଯାତାୟାତ ଠପ୍‌ ହୋଇଛି। ବନ୍ୟାରେ ୨୦୦ରୁ…

ଆର ପାରିରେ ଅବସରପ୍ରାପ୍ତ ଆଇଏଏସ ଅଫିସର ସୁଦୀପ ନନ୍ଦ

ନୂଆଦିଲ୍ଲୀ: ଆର ପାରିରେ ଡାକ୍ତର ସୁଦୀପ ନନ୍ଦ । ପୁରୀ ବାସିନ୍ଧା ସ୍ଵର୍ଗତ ପ୍ରଫେସର ଏସ.କେ ନନ୍ଦ ଏବଂ ସ୍ଵର୍ଗତ ଶ୍ରୀମତି ତିଳୋତ୍ତମା ନନ୍ଦଙ୍କ ପୁତ୍ର ହେଉଛନ୍ତି ଡାକ୍ତର ସୁଦୀପ ନନ୍ଦ । ଗତକାଲି ଆମେରିକାରେ ହୃଦଘାତର ଶିକାର ହୋଇ ସେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଗୁଜୁରାଟ…

ମନେ ପଡନ୍ତି ମିଶାଇଲ ମ୍ୟାନ୍ ଏପିଜେ ଅବଦୁଲ କଲାମ

ନୂଆଦିଲ୍ଲୀ: ଡକ୍ଟର ଏପିଜେ ଅବଦୁଲ କଲାମ। ଭାରତର ଜଣେ ଏମିତି ବ୍ୟକ୍ତିତ୍ୱ ଯାହାକୁ ପୂରା ବିଶ୍ୱ ମିସାଇଲ ମ୍ୟାନ ଭାବେ ଜାଣିଛି। ତାଙ୍କ ସୁବିଚାର ଆଜିବି ଅନେକଙ୍କୁ ପ୍ରେରଣା ଯୋଗାଉଛି। ଜୀବନକୁ ନେଇ ସେ ଦେଇଥିବା ଅନେକ ସୁବିଚାର ବିଭିନ୍ନ ସ୍କୁଲ ଓ କଲେଜ କାନ୍ଥରେ ଲଗାଯାଉଛି। ଯାହାକୁ ଦେଖି…

ଆଜିଠୁ ନୀତି ଆୟୋଗ, ସାମିଲ ହେବେନି କଂଗ୍ରେସ ଓ ଆପ୍

ନୂଆଦିଲ୍ଲୀ: ଆଜିଠାରୁ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହି ବୈଠକରେ କଂଗ୍ରେସର ଶାସିତ ରାଜ୍ୟ ଏବଂ ଆମ୍ ଆଦମୀ ପାର୍ଟି ଶାସିତ ରାଜ୍ୟର କୌଣସି ମୁଖ୍ୟମନ୍ତ୍ରୀ ଯୋଗ ଦେବେ ନାହିଁ । ଏଥିରେ କେବଳ…