ଖୋଲିଲା ନିର୍ମଳାଙ୍କ ପେଡି: ବିହାର-ଆନ୍ଧ୍ରକୁ ଓଜାଡିଲେ
ନୂଆଦିଲ୍ଲୀ: ମୋଦି ସରକାରଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଆଜି ଉପସ୍ଥାପନା ହେଉଛି । ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରୁଛନ୍ତି । ତାଙ୍କ ବଜେଟ୍ ଉପସ୍ଥାପନାରେ ବିହାର ଓ ଆନ୍ଧ୍ର ପାଇଁ ବଡ ଘୋଷଣା କରିଛନ୍ତି ନିର୍ମଳା ।
ବଜେଟରେ ବିହାର ପାଇଁ…