ସମୂଦ୍ରରେ ପଡି ରହିଛି ୨୦୦୦ କୋଟି ଡଲାର ମୂଲ୍ୟର ସୁନା
ଲଣ୍ଡନ: ସମୂଦ୍ର ମଧ୍ୟରେ ଅନେକ ମୂଲ୍ୟବାନ ପଦାର୍ଥ ପଡି ରହିଛି । ଏହା ମଧ୍ୟରେ ସୁନା ମଧ୍ୟ ରହିଛି । ନେଚର ଏବଂ ଜର୍ଣ୍ଣାଲ ଅଫ ଦି ଆମେରିକାନ କେମିକାଲ ସୋସାଇଟିରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସମୂଦ୍ର ମଧ୍ୟରେ ୧୦ କୋଟି ମେଟ୍ରିକ ଟନର ସୁନା ପଡି ରହିଛି । ଏହାର ମୂଲ୍ୟ ୨୦୦୦ କୋଟି ଡଲାର…