ଯଶସ୍ୱୀଙ୍କ ଶତକ ଆଗରେ ଫିକା ପଡିଲା ଶାହୀଦଙ୍କ ଇନିଂସ: ଭାରତର କ୍ଲିନ ସୁଇପ
ଚେନ୍ନାଇ: ଯଶସ୍ୱୀ ଜୈସୱାଲଙ୍କ ଶତକ ବଳରେ ଭାରତ ଏଠାରେ ଅନୁଷ୍ଠିତ ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିନିକିଆକୁ ୯ ୱିକେଟରେ ଜିତିନେଇଛି । ଟିମ ଇଣ୍ଡିଆ ୩ ମ୍ୟାଚ ବିଶିଷ୍ଟ ସିରିଜରେ ସମସ୍ତ ମୁକାବିଲା ଜିତି କ୍ଲିନ ସୁଇପ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୪୪.୨ ଓଭରରେ ୨୧୮ ରନ କରି…