ଭିକ୍ଷୁକ ବୃଦ୍ଧଙ୍କୁ ପିଟିପିଟି ନିର୍ମମ ହତ୍ୟା !
ଗଞ୍ଜାମ: ସୋରଡ଼ା ଥାନା ଗୋଚ୍ଛା ପଞ୍ଚାୟତ ସ୍ବର୍ଗଦ୍ବାର ଗାଁରେ ହତ୍ୟାକାଣ୍ଡ । ଜଣେ ବୃଦ୍ଧ ଭିକାରୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ସୂଚନା ରହିଛି । ମୃତକ ବଡ଼ଗଡ଼ ସିଙ୍ଗିପୁର ଗାଁର ଶିଶିର ମୁନି । ବୟସ ୫୭ ବୋଲି ଅନୁମାନ କରାଯାଉଛି ।
ଖବରମୁତାବକ, ବୁଧବାର ବିଳମ୍ବିତ ରାତିରେ କିଛି…