ମହାଶିବରାତ୍ରି: ଲିଙ୍ଗରାଜ ମନ୍ଦିରରେ କେତେବେଳେ ଉଠିବ ମହାଦୀପ ଜାଣନ୍ତୁ…
ଭୁବନେଶ୍ୱର: ଚଳିତ ବର୍ଷ ଫେବୃଆରୀ ୨୧ ତାରିଖରେ ପଡୁଛି ମହାଶିବରାତ୍ରି। ଏହି ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ ଟାରେ ମହାଦୀପ ଉଠିବ ବୋଲି ନିର୍ଘଣ୍ଟ ସ୍ଥିର ହୋଇଛି ।
ବୁଧବାର ଦିନ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଓ ଖୋର୍ଦ୍ଧା କଲେକ୍ଟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…