ତାତିଲେ ହିନ୍ଦୁ, ଚେତିଲା ବାଂଲାଦେଶ
ନୂଆଦିଲ୍ଲୀ: ବାଂଲାଦେଶରେ ପରିବର୍ତ୍ତିତ ପରିସ୍ଥିତିରେ ସଂଖ୍ୟାଲଘୁ ହିନ୍ଦୁ ଓ ମନ୍ଦିର ଉପରେ ଆକ୍ରମଣ ହେଉଛି । ଅଗଷ୍ଟ ୫ ତାରିଖରୁ ବାଂଲାଦେଶୀ ହିନ୍ଦୁ ସଂପ୍ରଦାୟ ଉପରେ ଲଗାତର ଆକ୍ରମଣ କରୁଛନ୍ତି ଆନ୍ଦୋଳନକାରୀ । ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି । ହିଂସା ବଢିଚାଲିଥିବା ବେଳେ ଏହାର…