ପ୍ରିୟଙ୍କାଙ୍କ ପାଇଁ ଗୋଟିଏ ଆସନ ଛାଡିବେ ଭାଇ ରାହୁଲ !
ନୂଆଦିଲ୍ଲୀ: ରାହୁଲ ଗାନ୍ଧି ରାୟବରେଲି ଆସନକୁ ପାଖରେ ରଖିବେ ଏବଂ ଓ୍ବାୟନାଡ ଲୋକସଭାରୁ ଇସ୍ତଫା ଦେଇପାରନ୍ତି। ପ୍ରିୟଙ୍କା ଗାନ୍ଧି ଭଦ୍ରା ୱାୟନାଡ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନ ଲଢିପାରନ୍ତି।ଏନଡିଟିଭି ରିପୋର୍ଟରେ କୁହାଯାଇଛି।
ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ…