ଅଷ୍ଟ୍ରେଲିଆ କ୍ରିକେଟଠାରୁ ଦୂରେଇ ରହିବା ପାଇଁ କୁମିନ୍ସ, ହେଡଙ୍କୁ ଅଫର ହୋଇଥିଲା ୮୮ କୋଟି
ସିଡନୀ: ଅଷ୍ଟ୍ରେଲିଆ କ୍ରିକେଟଠାରୁ ଦୂରେଇ ରହିବା ପାଇଁ ପ୍ୟାଟ କୁମିନ୍ସ ଓ ଟ୍ରେଭିସ ହେଡଙ୍କୁ ୮୮ କୋଟି ଟଙ୍କା ଅଫର ହୋଇଥିଲା ବୋଲି ସିଡନୀ ମର୍ଣ୍ଣିଂ ହେରାଲ୍ଡରେ ଚାଂଚଲ୍ୟକର ଖବର ପ୍ରକାଶ ପାଇଛି । ଏହି ଦୁଇ ଖେଳାଳିଙ୍କୁ ବିଶ୍ୱର ବିଭିନ୍ନ ଲିଗ ଖେଳିବା ପାଇଁ ଏହି ଅଫର ଦିଆ ଯାଇଥିଲା ।…