LNG carrier Disha: ଆମେରିକା-ଇରାନ ଚୁକ୍ତି ପରେ ଭାରତ ପାଇଁ ଖୁସି ଖବର, ଗୁଜୁରାଟରେ ପହଞ୍ଚିଲା ପ୍ରଥମ ଏଲଏନଜି…
ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପ୍ରତି ସ୍ୱାକ୍ଷରିତ ଶାନ୍ତି ଚୁକ୍ତି ପରେ ଭାରତ ପାଇଁ ଶକ୍ତି କ୍ଷେତ୍ର ସହ ଜଡିତ ଭଲ ଖବର ଆସିଛି। ଭାରତର ପ୍ରଥମ ତରଳ ପ୍ରାକୃତିକ ଗ୍ୟାସ(LNG) ଟ୍ୟାଙ୍କର, 'ଦିଶା' ସଫଳତାର ସହ ହରମୁଜ୍ ପ୍ରଣାଳୀ ପାର କରି ଗୁଜୁରାଟର ଭରୁଚରେ ଥିବା ଦହେଜ ବନ୍ଦରରେ…