Latest Odisha News

BREAKING NEWS

ହୁଅନ୍ତା କି ଏମିତି

ହୁଅନ୍ତା କି ଏମିତି ଜୟଶ୍ରୀ ଦାଶ ବେଳେବେଳେ ଉଡ଼ିଛି ମୁଁ ଆଖିର ଆକାଶକୁ, ଭେଟିଛି ଜହ୍ନରେ ମାଟିକୁ, ଦଲକାଏ ସ୍ମୃତିର ଥାକରେ ମୋ ପିଲାବେଳ,ମାଟି ସରେଇ,କୁନି କଣ୍ଢେଇ, ଏବେ ବଢ଼ିଲେଣି... ଇସ୍ ,କେଡେ ଜୀବନ୍ତ ! ମାଟିରେ ଜୀବନ ଅଛି ବୋଲି ତ ମୁଁ ବଢିଛି,ମୋ କଣ୍ଢେଇ,ସରେଇ ସାଥିରେ…

କୋରାପୁଟରେ ଭୋଟ୍ ବର୍ଜନ ଲାଗି ମାଓବାଦୀଙ୍କ ପୋଷ୍ଟର ଜାରି

କୋରାପୁଟ : ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ମାଓବାଦୀଙ୍କ ପକ୍ଷରୁ ଭୋଟ୍ ବର୍ଜନ ଲାଗି କୋରାପୁଟର ଜୟପୁର ସଦର ଥାନା ଅନ୍ତର୍ଗତ ପାଲିଗୁଡା ଗ୍ରାମରେ ମଙ୍ଗଳବାର ଦିନ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ପୁଟର ଜୟପୁର ସଦର ଥାନା ଅନ୍ତର୍ଗତ…

ବାସ୍ତବତା ଦ୍ୱାରା ସାହିତ୍ୟ ଏତେବେଶି ଆକ୍ରାନ୍ତ ନହେଉ : ବିଷ୍ଣୁ ନାଗର

ବିଷ୍ଣୁ ନାଗର (୧୪ ଜୁନ୍‍ ୧୯୫୦) ହିନ୍ଦୀ ସାହିତ୍ୟର ଜଣେ ଦିଗ୍‍ଗଜ ବ୍ୟକ୍ତିତ୍ୱ । ଗଳ୍ପ, ଉପନ୍ୟାସ, ଲଘୁକଥା, ସ୍ତମ୍ଭ ଓ କବିତା - ସବୁଥିରେ ତାଙ୍କର ଜବରଦସ୍ତ ଦଖଲ ରହିଛି । ସଂପ୍ରତି ଜାତୀୟ ସ୍ତରର ସମ୍ବାଦଭିତ୍ତିକ ହିନ୍ଦୀ ସାପ୍ତାହିକୀ ‘ଶୁକ୍ରବାର’ର ସଂପାଦକ ଭାବେ ଦିଲ୍ଲୀରେ କାର୍ଯ୍ୟରତ ।…

ମୟୂରଭଞ୍ଜ: ଆମ୍ବୁଲାନ୍ସ ଧକ୍କାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦା-ଉଦଳା ରାସ୍ତାରେ ଏକ ଘରୋଇ ଆମ୍ବୁଲାନ୍ସ ଧକ୍କାରେ ୨ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ, ମଙ୍ଗଳବାର ଦିନ ବାରିପଦାର ୨ଜଣ ବ୍ୟକ୍ତି ବାଇକରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଏକ ଘରୋଇ ଆମ୍ବୁଲାନ୍ସ ଧକ୍କା…

କଟକରୁ ପଞ୍ଚାନନ, ବେଗୁନିଆରୁ ଜାନକୀ ପଟ୍ଟନାୟକଙ୍କ ପୁଅ କଂଗ୍ରେସ ପକ୍ଷରୁ ଲଢିବେ

ନୂଆଦିଲ୍ଲୀ/ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କେନ୍ଦ୍ରୀୟ ନିର୍ବାଚନ କମିଟି ମଙ୍ଗଳବାର ବିଳମ୍ବିତ ରାତିରେ ଓଡ଼ିଶାର ୨ଟି ଲୋକସଭା ଏବଂ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ଘୋଷିତ ତାଲିକା ଅନୁଯାୟୀ, ଯାଜପୁର ସଂରକ୍ଷିତ ଲୋକସଭା ଆସନରୁ…

କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ମଙ୍ଗଳବାର ଦିନ ନିର୍ବାଚନ ଇସ୍ତାହାର ଘୋଷଣା କରାଯାଇଛି । ଏହି ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ ରହିଛି ଯେ, ଦେଶଦ୍ରୋହ ଅପରାଧକୁ ପରିଭାଷିତ କରୁଥିବା ଦଣ୍ଡ ଓ ସଂହିତା ଧାରା ୧୨୪ର ଅନେକ ଦୁରୁପଯୋଗ କରାଯାଇଛି । କଂଗ୍ରେସ ଏହି ନିର୍ବାଚନ ଜିତି…

ବିଜେପିରେ ଯୋଗଦେଲେ ବରିଷ୍ଠ ବିଜେଡ଼ି ନେତା ରଘୁନାଥ ମହାନ୍ତି

ଭୁବନେଶ୍ୱର: ଦୁଇଦିନ ପୂର୍ବରୁ ବିଜେଡ଼ିରୁ ଇସ୍ତଫା ପ୍ରଦାନ କଲା ପରେ ବରିଷ୍ଠ ବିଜେଡ଼ି ନେତା ରଘୁନାଥ ମହାନ୍ତି ବିଜୁ ମଙ୍ଗଳବାର ସନ୍ଧ୍ୟାରେ ବିଜେପିରେ ଯୋଗଦାନ କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ…

ଜନ୍ମଦିନରେ ରିଲିଜ ହେଲା ଅଜୟଙ୍କ ‘ଦେ ଦେ ପ୍ୟାର ଦେ’ ଟ୍ରେଲର

ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତା ଅଜୟ ଦେବଗନଙ୍କ ଜନ୍ମ ଦିନ ଅବସରରେ ରିଲିଜ୍ ହୋଇଛି ତାଙ୍କ ଅଭିନୀତ ଅପକମିଂ ଫିଲ୍ମ ‘ଦେ ଦେ ପ୍ୟାର ଦେ’ର ଟ୍ରେଲର। https://youtu.be/EJUD2PptXrk ଏହି ଫିଲ୍ମରେ ଅନେକ ଦିନ ପରେ ଅଜୟଙ୍କ ସହ ଅଭିନେତ୍ରୀ ତବୁ ସ୍କ୍ରିନ ଶେୟାର କରିଛନ୍ତି ।…

ବିଜେଡ଼ିର ୭ଟି ବିଧାନସଭା ଓ ୨ଟି ଲୋକସଭା ଆସନ ପ୍ରାର୍ଥୀ ତାଲିକା ଘୋଷଣା କଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ୭ଟି ବିଧାନସଭା ଓ ୨ଟି ଲୋକସଭା ଆସନର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଜେଡ଼ିର ୭ଟି ବିଧାନସଭା ପ୍ରାର୍ଥୀ ତାଲିକା ୧ – ଭୁବନେଶ୍ୱର ମଧ୍ୟ - ଅନନ୍ତ ନାରାୟଣ ଜେନା ୨ – ଭୁବନେଶ୍ୱର ଉତ୍ତର – ସୁଶାନ୍ତ କୁମାର…

ଖଣ୍ଡପଡ଼ାରୁ କଟିଲେ ଅନୁଭବ, ଲଢ଼ିବେ ସୌମ୍ୟ

ଭୁବନେଶ୍ୱର: ବିଜେଡ଼ିର ସଦ୍ୟତମ ପ୍ରାର୍ଥୀ ତାଲିକାରେ ଦେଖିବାକୁ ମିଳିଛି ଚମକ । ସାତଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବାବେଳେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଖଣ୍ଡପଡ଼ାରୁ ଟିକେଟ୍‍ ମିଳିବା ଆଜିର ସବୁଠାରୁ ବଡ଼ ଖବର ପାଲଟିଛି । ବିଧାୟକ ଅନୁଭବ ପଟ୍ଟନାୟକଙ୍କ…