ଜୁନିୟର ହକି ବିଶ୍ୱକପ: ଆର୍ଜେଂଟିନାକୁ ହରାଇ ଭାରତ ଜିତିଲା ବ୍ରୋଞ୍ଜ
ନୂଆଦିଲ୍ଲୀ: ଚଳିତ ଏଫଆଇଏଚ ପୁରୁଷ ଜୁନିୟର ହକି ବିଶ୍ୱକପରେ ଭାରତ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଆର୍ଜେଂଟିନାକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିିଛି । ଆରମ୍ଭରୁ ଆର୍ଜେଂଟିନା ଆକ୍ରମଣାତ୍ମକ ପ୍ରଦର୍ଶନ କରି ୨-୦ର ଅଗ୍ରଣୀ ହାସଲ କରି ନେଇଥିଲା । ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ଭାରତ ପଛରେ…