Latest Odisha News

BREAKING NEWS

ପ୍ରତିରକ୍ଷା କ୍ଷେତ୍ରରେ ୫୮୬ କୋଟି ଟଙ୍କାର ବଡ଼ ଚୁକ୍ତି :କାହିଁକି ଭାରତୀୟ ସେନା ପାଇଁ ଗୁରୁତ୍ୱପୂର୍ଣ୍ଣ ?

ନୂଆଦିଲ୍ଲୀ: ଭାରତୀୟ ସେନାର ଯୁଦ୍ଧ କ୍ଷମତା, ଯାନ୍ତ୍ରିକ ପ୍ରସ୍ତୁତି ଓ ନିରବଚ୍ଛିନ୍ନ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛି। ସୋଭିଏତ୍-ଡିଜାଇନ୍ ହୋଇଥିବା T-72 (ଅଜେୟ) ଏବଂ T-90 (ଭୀଷ୍ମ) ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ପାଇଁ ସ୍ୱଦେଶୀ…

୭୦୦ ଗ୍ରାମ୍ ଓଜନ ପାଇଁ ଭାଙ୍ଗିଲା ଗୋଲ୍ଡ ସ୍ୱପ୍ନ: ଏସିଆନ୍ ଗେମ୍ସରେ ସୁଚିକାଙ୍କ ବିବାଦୀୟ ପରାଜୟ

ନୂଆଦିଲ୍ଲୀ: ମିକ୍ସଡ୍ ମାର୍ଶାଲ୍ ଆର୍ଟସ ଖେଳାଳି ସୁଚିକା ତାରିୟାଲ୍ ଏସିଆନ୍ ଗେମ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି । ହେଲେ ତାଙ୍କର ଗୋଲ୍ଡ ମେଡାଲ୍ ଜିତିବାର ସ୍ୱପ୍ନ ଅଧାରେ ରହିଯାଇଛି । ଖରାପ ପ୍ରଦର୍ଶନ ପାଇଁ ନୁହେଁ, ବରଂ ଏକ ଅଜବ ନିୟମ ଯୋଗୁଁ ସେ ସେମିଫାଇନାଲରୁ…

ଟଙ୍କା ଭର୍ତ୍ତି ବ୍ୟାଗ ଫେରାଇ ଦେଲେ ପୁରୀ ସେବାୟତ

ପୁରୀ: ସତରେ ଆଜି ବି ମଣିଷ ପଣିଆ ବଞ୍ଚି ରହିଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀରେ। ଜଣେ ଭକ୍ତଙ୍କୁ ଏକ ଲକ୍ଷ ଟଙ୍କା ଫେରାଇ ଦେଲେ ଶ୍ରୀମନ୍ଦିର ସେବାୟତ। ଶ୍ରୀମନ୍ଦିର ଭିତରକାଠରୁ ଟଙ୍କାଭର୍ତ୍ତି ପର୍ସ ପାଇ ଜଣେ ସେବାୟତ ଫେରାଇଦେଇଛନ୍ତି । ଶ୍ରୀମନ୍ଦିର ସେବାୟତ ବୁଲୁ ପଣ୍ଡା…

Asian Games 2026:ଦମଦାର ବିଜୟ ସହ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ କବାଡ଼ି ଦଳ;ଆୟୋଜକ ଜାପାନକୁ…

ନୂଆଦିଲ୍ଲୀ:ସୋମବାର ଦିନ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ବିଜୟ ସହ ନିଜ ଅଭିଯାନ ଆରମ୍ଭ କରିଛି। ସୁନୀଲ କୁମାରଙ୍କ ନେତୃତ୍ୱରେ ଭାରତୀୟ ଦଳ ଆୟୋଜକ ଜାପାନକୁ ୨୫ ପଏଣ୍ଟ ବ୍ୟବଧାନରେ ପରାସ୍ତ କରିଛି। ଭାରତ ଏହି ମ୍ୟାଚ୍‌କୁ ୪୯-୨୪ ସ୍କୋରରେ ଜିତି ନେଇଛି। ଟୋକାଇ…

ରଶ୍ମିକାଙ୍କ MYSAA ଟିଜର୍

ବ୍ୟୁରୋ : ପୁଣି ଶିରୋନାମାରେ ନାସନାଲ କ୍ରସ୍ ରଶ୍ମିକା ମନ୍ଦାନା । ନେଇଆସୁଛନ୍ତି ଏକ ପାୱାରପ୍ୟାକ୍‌ଡ ମୁଭି “ମାଇସା” । ଫିଳ୍ମରେ ରଶ୍ମିକାଙ୍କ ନୂଆ ଅବତାର ଦେଖି ଫିଲ୍ମ ଲଭର ପୁରା ପୁରି ଲଟ୍ଟୁ । ପ୍ୟାନ୍ ଇଣ୍ଡିଆ ଆକ୍ସନ ଫିଲ୍ମରେ ନଜର ଆସିବେ ଚୁଲବୁଲି ନାୟିକା ରଶ୍ମିକା । ଅନଫର୍ମୁଲା ଫିଲ୍ମ…

ବ୍ରିଟେନରୁ ଚୋରି, ଚୀନରେ ବିକ୍ରି: ଲଣ୍ଡନରେ ଆଇଫୋନ୍ ଲୁଟ୍ ପଛର ବଡ଼ ରହସ୍ୟ

ଲଣ୍ଡନ: ବ୍ରିଟେନର ରାଜଧାନୀ ଲଣ୍ଡନ ଏବେ ଏକ ନୂଆ ଏବଂ ସାଂଘାତିକ ସମସ୍ୟା ଦେଇ ଗତି କରୁଛି । ସହରର ରାସ୍ତାଘାଟରେ ମୋବାଇଲ୍ ଫୋନ୍ ଛିନତାଇ କିମ୍ବା ଲୁଟ୍ ଘଟଣା ଏତେ ମାତ୍ରାରେ ବଢ଼ିଯାଇଛି ଯେ, ଲଣ୍ଡନକୁ ଏବେ 'ଫୋନ୍ ସ୍ନାଚିଂ କ୍ୟାପିଟାଲ୍' ବା 'ଫୋନ୍ ଲୁଟ୍‌ର ରାଜଧାନୀ' ବୋଲି କୁହାଯାଉଛି ।…

ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ ସବୁଜ ଅଳେଇଚ, ଜାଣନ୍ତୁ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଆମ ଭାରତୀୟ ରୋଷେଇ ଘରେ ସବୁଜ ଅଳେଇଚ ହେଉଛି ଏକ ଅବିଚ୍ଛେଦ୍ୟ ଅଙ୍ଗ । ବିଭିନ୍ନ ବ୍ୟଞ୍ଜନ ଓ ମିଷ୍ଟାନ୍ନର ସ୍ୱାଦ କିମ୍ବା ବାସ୍ନା ବଢ଼ାଇବା ପାଇଁ ହେଉ କିମ୍ବା ଏକ ପ୍ରାକୃତିକ ମାଉଥ୍ ଫ୍ରେସନର୍ ଭାବରେ, ଲୋକେ ଦୈନନ୍ଦିନ ଜୀବନରେ ଏହାର ବ୍ୟାପକ ବ୍ୟବହାର କରିଥାନ୍ତି । ତେବେ ଖାଇବା…

ନିଜ ଷ୍ଟାଇଲରେ ବିବାହ ଗୁଜବକୁ ଖଣ୍ଡନ କଲେ ସମୟ ରୈନା, କହିଲେ- ‘ଆମକୁ ବାହାଘର ଘୁଞ୍ଚାଇବାକୁ ପଡ଼ିବ’

ମୁମ୍ବାଇ: ତାରକାମାନଙ୍କୁ ନେଇ ଗୁଜବ ଓ ଚର୍ଚ୍ଚା ସୃଷ୍ଟି ହେବା କୌଣସି ନୂଆ କଥା ନୁହେଁ । ନିକଟରେ ଲୋକପ୍ରିୟ ଷ୍ଟାଣ୍ଡଅପ୍ କମେଡିଆନ୍ ସମୟ ରୈନା ଏବଂ 12th Fail ସିନେମା ଫେମ୍ ଅଭିନେତ୍ରୀ ମେଧା ଶଙ୍କରଙ୍କୁ ନେଇ ସୋସିଆଲ୍ ମିଡିଆରେ ଏକ ଖବର ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଥିଲା । ଉଭୟ…

ସ୍ମାର୍ଟଫୋନ୍ ପାଇଁ ସୁନା ବିକ୍ରି! ଦିଲ୍ଲୀ ବ୍ୟକ୍ତିଙ୍କ କାରନାମା ଦେଖି ହତବାକ୍ ଶିଳ୍ପପତି ହର୍ଷ ଗୋଏଙ୍କା

ନୂଆଦିଲ୍ଲୀ: ଆପଲର ନୂଆ ଆଇଫୋନକୁ ନେଇ ଗ୍ରାହକଙ୍କ ମଧ୍ୟରେ ସବୁବେଳେ ଏକ ନିଆରା କ୍ରେଜ୍ ଦେଖିବାକୁ ମିଳିଥାଏ। ତେବେ ଏହି ନିଶା ବେଳେବେଳେ ଏପରି ସ୍ତରରେ ପହଞ୍ଚିଯାଏ ଯେ ଲୋକମାନେ ନିଜର ବହୁମୂଲ୍ୟ ସମ୍ପତ୍ତି ବିକ୍ରି କରିବାକୁ ମଧ୍ୟ ପଛାନ୍ତି ନାହିଁ । ନିକଟରେ ଦିଲ୍ଲୀରୁ ଏଭଳି ଏକ…

କାମ କରୁନି ରେଡିଓ କଲାର୍ , ଜଣାପଡୁନି ଯମୁନା ସ୍ଥିତି

ଶିମିଳିପାଳ: କେମିତି ଅଛି ମହାରଷ୍ଟ୍ରର ବାଘୁଣୀ ଯମୁନା? ପାଖାପାଖି ଗୋଟେ ସପ୍ତାହ ବିତିଗଲାଣି, ଜଣାପଡୁନି ବାଘୁଣୀର ଗତିବିଧି । ବାଘୁଣୀର ଗତିବିଧି ଯାଂଚ୍ ପାଇଁ ବେକରେ ଲାଗିଥିଲା ରେଡିଓ କଲାର୍ । ଏବେ ତାର ବ୍ୟାଟେରୀ ସରିଯାଇଥିବାରୁ ବାଘୁଣୀର ଗତିବିଧି ଜଣାପଡୁନି । ଏବେ ଓଡିଶା ବନବିଭାଗ…