ପୁରୁଣା ୫୦୦-୧୦୦୦ ଟଙ୍କା ନୋଟ୍ ଘରେ ରହିଥିଲେ ସାବଧାନ ! ନହେଲେ ….
ନୂଆଦିଲ୍ଲୀ: ଦିଲ୍ଲୀର ଵଜିରପୁର ଅଞ୍ଚଳରୁ ରେଡ୍ ସମୟରେ କୋଟି କୋଟି ଟଙ୍କାର ବନ୍ଦ ହୋଇଯାଇଥିବା ₹୫୦୦ ଏବଂ ₹୧୦୦୦ର ନୋଟ୍ ଜବଦ ହୋଇଛି। ନୋଟ୍ ବନ୍ଦୀର ବର୍ଷ ବର୍ଷ ପରେ ମଧ୍ୟ ବହୁ ଲୋକଙ୍କ ଆଲମାରି, ଲକର୍ କିମ୍ବା ପୁରୁଣା ଫାଇଲ୍ରେ ₹୫୦୦ ଏବଂ ₹୧୦୦୦ଟଙ୍କାର ନୋଟ୍ ମିଳିବା ନେଇ ଅନେକ ଚର୍ଚ୍ଚା…