Latest Odisha News

BREAKING NEWS

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

କଳାହାଣ୍ଡି: ଟିଟଲାଗଡ଼ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ। ଶୁକ୍ରବାର ସନ୍ଧ୍ୟାରେ କେସିଙ୍ଗା ନିକଟରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। କେସିଙ୍ଗାରୁ ଟିଟଲାଗଡ଼ ଅଭିମୁଖେ ଆସୁଥିଲା କୋଇଲା ବୋଝେଇ ଟ୍ରେନ୍‌। ୫ ନମ୍ବର ପ୍ଲାଟଫର୍ମରେ ଅଟକିଛି ଟ୍ରେନ୍‌।…

ଉପରାଷ୍ଟ୍ରପତିଙ୍କ ଦ୍ୱାରା ପାଞ୍ଚଟି ଜାତୀୟ ପ୍ରୟାସର ଶୁଭାରମ୍ଭ; ଦ ଆର୍ଟ ଅଫ ଲିଭିଙ୍ଗର ୪୫ ବର୍ଷ ପୂର୍ତ୍ତି ଅବସରରେ…

ବେଙ୍ଗାଲୁରୁ: ଭାରତର ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ ଆଜି ଦ ଆର୍ଟ ଅଫ ଲିଭିଙ୍ଗ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଯୁବ ବିକାଶ, ଉଦ୍ୟମିତା, ସସ୍ଥାୟୀତ୍ୱ, ଚେତନା ଅଧ୍ୟୟନ ଏବଂ ଶିକ୍ଷାକୁ କେନ୍ଦ୍ର କରି ପାଞ୍ଚଟି ମହତ୍ୱପୂର୍ଣ୍ଣ ଜାତୀୟ ପ୍ରୟାସର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସଂସ୍ଥା…

୫୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ସବୁଜିମାରେ ଖେଳାଯାଉଛି ଫ୍ରେଂଚ ଓପନ

ନୂଆଦିଲ୍ଲୀ: ଫ୍ରେଂଚ ଓପନ ଟେନିସରେ ରୋମାଂଚ ଓ କୋଳାହଳ ନୂଆ କଥା ନୁହେଁ । ଟେନିସର ଓଭରଡୋଜ ଏଠାରେ ଦେଖିବାକୁ ମିଳିଥାଏ । ତେବେ ଏହି ପରିବେଶ ମଧ୍ୟରେ ଏଭଳି ଏକ ନୂଆ ଷ୍ଟାଡିୟମ ନିର୍ମାଣ କରାଯାଇଛି ଯାହା ପ୍ରଶଂସକ ଓ ପରିବେଶବିତଙ୍କୁ ବେଶ ପସନ୍ଦ ଆସିଛି । ଏହି ଷ୍ଟାଡିୟମରେ ଚାରିପଟେ ୫୦୦…

ଡିଫଲ୍ଟର ଓମଫେଡ ଡିଲରଙ୍କୁ ଆଉ ତ୍ରାହି ନାହିଁ, ୭ ଦିନରେ ବକେୟା ନଦେଲେ ରଦ୍ଦ ହେବ ଲାଇସେନ୍ସ…

ଭୁବନେଶ୍ବର: ଡିଫଲ୍ଟର ଓମଫେଡ ଡିଲରଙ୍କୁ ମତ୍ସ୍ୟ ଓ ପ୍ରାଣି ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ କଡା ଚେତାବନୀ । ଆସନ୍ତା ୭ ଦିନ ଭିତରେ ଓମଫେଡର ବକେୟା ପଇସା ପୈଠ ନ କଲେ ଲାଇସେନ୍ସ ରବ୍ଦ ହେବ ବୋଲି ଓମଫେଡ୍ ଓ ଦୁଗ୍ଧ ସଂଘ କାର୍ଯ୍ୟାବଳୀ ସମୀକ୍ଷା ବୈଠକରେ ଏହି ପ୍ରତିକ୍ରିୟା ରଖିଛନ୍ତି…

ଦିଲ୍ଲୀ ବିମାନବନ୍ଦରରେ ‘SKYCAST’ ହାଇ-ଟେକ୍ ସିଷ୍ଟମ୍ ସ୍ଥାପନ, ଏହି ସୁବିଧା ବିଶ୍ୱର କିଛି…

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ "SKYCAST" ନାମକ ଏକ ଉଚ୍ଚ-ପ୍ରଯୁକ୍ତି ପାଣିପାଗ ନିରୀକ୍ଷଣ ପ୍ରଣାଳୀ ଆରମ୍ଭ କରାଯାଇଛି । ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ ମିଳିତ ଭାବରେ ଏହି ପ୍ରଣାଳୀ ଆରମ୍ଭ କରିଛନ୍ତି ।…

ମୁମ୍ବାଇ ଇଣ୍ଡିଆନ୍ସ ଛାଡିବେ ହାର୍ଦ୍ଦିକ, ଅଧିନାୟକ ପଦରୁ ଓହରିଲେ ପନ୍ତ

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡିବା ଏକପ୍ରକାର ନିଶ୍ଚିତ ହୋଇଯାଇଥିବା ବେଳେ ରିଷଭ ପନ୍ତ ଅଧିନାୟକ ପଦରୁ ଓହରି ଯାଇଛନ୍ତି । ଚଳିତ ଆଇପିଏଲରେ ମୁମ୍ବାଇ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ଲେ ଅଫରେ ପ୍ରବେଶ କରିପାରି ନ ଥିଲା । ୩୨ ବର୍ଷୀୟ ଏହି ଅଲରାଉଣ୍ଡର ସିଜନ…

ନେପାଳ ପାଇଁ ଭାରତ ବଢାଇଲା ସହାୟତାର ହାତ, ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ କରିବାକୁ ଯାଉଛି ଏହି କାମ…

ନୂଆଦିଲ୍ଲୀ: ଭୂମିକମ୍ପର କ୍ଷୟକ୍ଷତିରୁ ପୁନରୁଦ୍ଧାର ପାଇଁ ଭାରତ ପୁଣିଥରେ ନେପାଳକୁ ସହାୟତାର ହାତ ବଢ଼ାଇଛି । ନେପାଳର ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ୧୪ଟି ସ୍କୁଲ ନିର୍ମାଣ ପାଇଁ ଭାରତ ଆର୍ଥିକ ସହାୟତା ପ୍ରଦାନ କରିବ । ଭାରତ ୫୬୦.୨ ମିଲିୟନ ନେପାଳୀ ଟଙ୍କା (ପ୍ରାୟ ୩୫.୧ କୋଟି) ଅନୁଦାନ…

୨ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସହମତିରେ ହୋଇଥିବା ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟ

କଟକ: ସହମତିରେ ହୋଇଥିବା ଶାରୀରିକ ସମ୍ପର୍କକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ । ଆଜି ଏକ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ, ଦୁଇ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସହମତିରେ ହୋଇଥିବା ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ । ତେବେ ମାମଲା ଅନୁଯାୟୀ,…

ଆଇପିଏଲ ମ୍ୟାଚ ସମୟରେ ସ୍ମାର୍ଟ ଗ୍ଲାସ ଉପରେ କଟକଣା

ନୂଆଦିଲ୍ଲୀ: ଆଇପିଏଲର ୨୦୨୬ ସଂସ୍କରଣ ଶେଷ ହେବା ପାଇଁ ଆଉ ୨ଟି ମ୍ୟାଚ ବାକି ଅଛି । ଇତିି ମଧ୍ୟରେ ବିସିସିଆଇ ଆଂଟି କରପଶନ ୟୁନିଟ ଆଇପିଏଲ ମ୍ୟାଚ ସମୟରେ ସ୍ମାର୍ଟ ଗ୍ଲାସ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଏପରିକି ଖେଳାଳି କିମ୍ବା ଅଧିକାରୀମାନେ ମଧ୍ୟ ଏହାର ବ୍ୟବହାର କରିପାରିବେ ନାହିଁ ।…

ପଟରିରେ ପ୍ରସ୍ତୁତ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍

ନୂଆଦିଲ୍ଲୀ: ଭାରତୀୟ ରେଳ ଇତିହାସରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । ପ୍ରଦୂଷଣମୁକ୍ତ ଏବଂ ସ୍ୱଚ୍ଛ ପରିବହନ ଦିଗରେ ଦେଶ ଏକ ବଡ଼ ସଫଳତା ହାସଲ କରିଛି । ଭାରତର ପ୍ରଥମ ‘ହାଇଡ୍ରୋଜେନ୍ ଟ୍ରେନ୍’ ଏବେ ପଟରିରେ ଦୌଡ଼ିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରେଳବାଇ ବୋର୍ଡ ପକ୍ଷରୁ ଏହି…