Latest Odisha News

BREAKING NEWS

‘ଜେଲ୍ ରେ ମୋର ଇନସୁଲିନ୍ ବନ୍ଦ କରିଦେଇଥିଲେ, ମୋର ଭୁଲ କଣ ଥିଲା?’

ନୂଆଦିଲ୍ଲୀ: ମୁଁ ବହୁତ୍ ଛୋଟ ଲୋକ । ଏହି ଲୋକମାନେ ବହୁତ ଶକ୍ତିଶାଳୀ ଅଟନ୍ତି । ମୋର ଦୋଷ ହେଉଛି ଯେ, ମୁଁ ଦିଲ୍ଲୀର ବିଦ୍ୟାଳୟଗୁଡ଼ିକୁ ଭଲ କରିଥିଲି । ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇଁ ବ୍ୟବସ୍ଥା କରାଇଥିଲି, କିନ୍ତୁ ଯେତେବେଳେ ମୁଁ ତିହାରକୁ ଗଲି, ମୋର ଔଷଧ ୧୫ ଦିନ ପାଇଁ ବନ୍ଦ…

ପେଟ୍ରୋଲପମ୍ପ କର୍ମଚାରୀଙ୍କ ସହ ମାରପିଟ ଘଟଣା: ଆପ୍ ବିଧାୟକ ଅମାନତୁଲ୍ଲାଙ୍କୁ ନୋଟିସ୍

ନୂଆଦିଲ୍ଲୀ: ବଢିବାରେ ଲାଗିଛି ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ପୁଅଙ୍କ ଅଡୁଆ । ନୋଏଡାସ୍ଥିତ ପେଟ୍ରୋଲ ପମ୍ପରେ ହୋଇଥିବା ମାରପିଟ୍ ଘଟଣାରେ ନୋଏଡା ପୋଲିସ ନୋଟିସ୍ ଜାରି କରିଛି । ନୋଏଡା ପୋଲିସ ଆପ୍ ବିଧାୟକଙ୍କ ଘରେ ପହଞ୍ଚି ଏକ ନୋଟିସ ଲଗାଇଛି। ପୋଲିସ ଅଭିଯୋଗ କରିଛି ଯେ, ପେଟ୍ରୋଲ…

ପ୍ରଦୀପ ମାଝୀ ଓ ତ୍ରିନାଥ ଭଟ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା…

ଭୁବନେଶ୍ୱର: ବିଜେଡିକୁ ଘାରିଛି ପରାଜୟର ଭୟ । ଅଭ୍ୟାସଗତ ଭାବେ ନିର୍ବାଚନରେ ଦଳୀୟ କାର୍ଯ୍ୟ ପାଇଁ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରୁଛି ବିଜେଡି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୨ଦିନ ବାକି ଥିବାବେଳେ ଭୋଟ ବିକଳରେ ବିଜେଡି ଟଙ୍କା ବାଣ୍ଟିବା ଆରମ୍ଭ କରିଛି । ଗତ ଥରକ…

ହୃଦୟ ଛୁଇଁଲା ମୋଦୀଙ୍କ ପାଦ ଛୁଇଁ ପ୍ରଣାମ କରିବା ଭିଡିଓ, ସେପଟେ ତୁଳା ବେହେରାଙ୍କୁ କଲେ ପ୍ରଶଂସା

କନ୍ଧମାଳ: ଆଜି ଓଡିଶାରେ ମାରାଥନ୍ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମେ କନ୍ଧମାଳରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେହି ସମାରୋହରେ ଆଦିବାସୀ କବି ପୂର୍ଣ୍ଣମାସୀ ଜାନୀଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି ମୋଦୀ…

ଜାତିସଂଘରେ ଋତୁସ୍ରାବ ଛୁଟି ପାଇଁ ନିବେଦନ କଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ: ଜାତିସଂଘରେ ଋତୁସ୍ରାବ ଛୁଟି ପାଇଁ ସ୍ୱର ଉଠାଇଛନ୍ତି ଜଣେ ଓଡିଆ ଝିଅ । କେନିଆର ନାଇରୋବିରେ ମିଳିତ ଜାତିସଂଘର ‘ସିଭିଲ୍ ସୋସାଇଟି କନଫରେନ୍ସ ୨୦୨୪’ ରେ ‘ପେଡ୍ ପିରିଅଡ୍ ଲିଭ୍’ ଅର୍ଥାତ୍ ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି ପାଇଁ ନିବେଦନ କରିଛନ୍ତି ଡ଼ିଆ ଝିଅ ରଞ୍ଜିତା…

ବାଇକ୍‌ ଧକ୍କାରେ ଚାଲିଗଲା ପୋଲିଂ କର୍ମଚାରୀଙ୍କ ଜୀବନ

ନବରଙ୍ଗପୁର: ବାଇକ୍ ଧକ୍କାରେ ଚାଲିଗଲା ଜଣେ ପୋଲିଂ କର୍ମଚାରୀଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ । ମୃତକ ଜଣଙ୍କ ହେଲେ ଅଲେଖ ରନ୍ଧାରୀ । ସେ ପଞ୍ଚମ ପୋଲିଂ ଅଧିକାରୀ ଭାବେ ନିୟୋଜିତ ହୋଇଥିଲେ । ଖବର ମୁତାବକ, ଉମରୋକଟରେ ଥିବା ସ୍ୱାମୀ ବିବେକାନନ୍ଦ…

‘ଓଡ଼ିଶାରେ ସବୁଆଡ଼େ ନବୀନ ହାୱା ବୋହୁଛି, ତେଣୁ ରାଜ୍ୟକୁ ୧ ନମ୍ୱର କରିବାକୁ ନବୀନ ବାବୁ ଯଥେଷ୍ଟ’

ଭୁବନେଶ୍ୱର: ଅପପୁଷ୍ଟି ହାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଲେ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ଆଜି ପ୍ରଚାର ସମୟରେ ସୁନ୍ଦରଗଡର ବିରମିତ୍ରପୁରରେ ପାଣ୍ଡିଆନ ବିରାଟ ଜନସଭାକୁ ଉଦବୋଧନ ଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ କହୁଛନ୍ତି ଆଜି ତାଙ୍କ ଦଳ…

କଳିଙ୍ଗ ଷ୍ଟାଡିୟମରେ ଲାଗିବ ଆଥଲେଟଙ୍କ ମେଳା: ନୀରଜ ଚୋପ୍ରା, କିଶୋର ଜେନା ହେବେ ମୂଖ୍ୟ ଆକର୍ଷଣ

ଭୁବନେଶ୍ୱର: ସିଜନର ପ୍ରଥମ ଘରୋଇ ଟ୍ରାକ ଆଣ୍ଡ ଫିଲ୍ଡ ପ୍ରତିଯୋଗିତା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି । ଦେଶର ପ୍ରତିଷ୍ଠିତ ଆଥଲେଟ ଏଥିରେ ଅଂଶଗ୍ରହଣ କରିବେ । ଏହି ଆଥଲେଟ ମେଳାରେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଓ ଓଡିଶାର କିଶୋର ଜେନା ମୂଖ୍ୟ…

କେଜ୍ରିୱାଲଙ୍କୁ ଶାହାଙ୍କ କଡା ଜବାବ୍, କହିଲେ ବିଜେପିର ସମ୍ବିଧାନରେ ଲେଖାହୋଇନି ମୋଦୀଙ୍କ ପ୍ରଧାନମନ୍ତ୍ରୀ ହେବା କଥା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଜେପିକୁ ଟାର୍ଗେଟ କରି ଦେଇଥିବା ଭବିଷ୍ୟବାଣୀକୁ ନେଇ ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ସମ୍ବାଦିକ ସମ୍ମିଳନୀ କରି ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି ଶାହା ।…

ମହିଳା ଯବାନଙ୍କ ପାଇଁ ନିୟମ ଜାରୀ କଲା ବିଏସଏଫ

ନୂଆଦିଲ୍ଲୀ: ବର୍ଡର ସିକ୍ୟୁରିଟି ଫୋର୍ସ ମହିଳା ଯବାନଙ୍କ ପାଇଁ କେତେକ ନିୟମ ଜାରୀ କରିଛି । ଏହି ନୂତନ ନିୟମ ଫ୍ରଟିଂୟର ମୂଖ୍ୟାଳୟ, ସୀମା ସୁରକ୍ଷା ବଳ ଜମ୍ମୁର ଉପ ମହାନୀରିକ୍ଷକ କାର୍ଯ୍ୟାଳୟ ଦ୍ୱାରା ଜାରୀ କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ମହିଳା କର୍ମୀ ଡ୍ୟୁଟି ସମୟରେ…