ତାତିରୁ ନିସ୍ତାର ନାହିଁ: ସାଢ଼େ ୧୧ ରେ ୪୨ ଡିଗ୍ରୀ ଟପିଲା ତାପମାତ୍ରା
ଭୁବନେଶ୍ୱର :ସାରା ରାଜ୍ୟରେ କଲବଲ କରୁଛି ତାତି । ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ପ୍ରବଳ ଗରମରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଏପଟେ ଆଜି ସାଢ଼େ ୧୧ ରେ ୪୨ ଡିଗ୍ରୀ ଟପିଲା ତାପମାତ୍ରା ।
ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ତାପମାତ୍ରା ୪୨.୨ ଡିଗ୍ରୀସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ…