Latest Odisha News

BREAKING NEWS

ଗ୍ରାଉଣ୍ଡସମ୍ୟାନଙ୍କ ବେକକୁ ଧରିଲେ ଶାକିବ ଉଲ ହାସନ

ଢ଼ାକା: ବାଂଲାଦେଶ କ୍ରିକେଟ ଟିମର ସିନିୟର ଅଲରାଉଣ୍ଡର ଶକିବ ଉଲ ହାସନ ପ୍ରଦର୍ଶନ ତୁଳନାରେ ବିବାଦୀୟ ଘଟଣା ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ଜଣେ ଗ୍ରାଉଣ୍ଡସମ୍ୟାନ ଉପରେ ହାତ ଉଠାଉଥିବା ଭିଡିଓ ଏବେ ଭାଇରାଲ ହୋଇଛି । ଏହି ଭିଡିଓରେ ଶାକିବ ପଡିଆରେ ଷ୍ଟାଫଙ୍କ ସହ ଛିଡା ହୋଇଥିଲେ…

ସୌମ୍ୟ ବଦଳାଇବେ ଘସିପୁରା ଗେମ୍ !

ଭୁବନେଶ୍ବର: ସ୍ବାଧୀନ ଲଢିଲେ, ବିଗାଡ଼ିବେ ସମୀକରଣ ! ବଦ୍ରିଙ୍କ ବିଜୟ ରଥ ରୋକିବେ ସୌମ୍ୟ ! ତିନି ଦଳର ଅସନ୍ତୁଷ୍ଟ ହେବେ ସୌମ୍ୟଙ୍କ ବଳ ! ମତ ବଦଳାଇବେ କି ଘସିପୁରା ଭୋଟର ? ଘସିପୁରା ଲଢେଇରେ ସୌମ୍ୟଙ୍କ ଏଣ୍ଟ୍ରି ପରେ ବଦଳୁଛି ରାଜନୈତିକ ପାଣିପାଗ। ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ…

ମ୍ୟାଚ ଖେଳିବା ପୂର୍ବରୁ ଔଷଧ ଖାଉଛନ୍ତି ଧୋନୀ

ଚେନ୍ନାଇ: ଚଳିତ ଆଇପିଏଲରେ ଲୋୟର ଅର୍ଡରରେ ମହେନ୍ଦ୍ର ସିଂ ଧୋନୀ ଖେଳିବା ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରାଯାଉଛି । ଏପରିକି ଏଥିନେଇ ତାଙ୍କୁ ସମାଲୋଚନା ମଧ୍ୟ କରାଯାଉଛି । ତେବେ ରିପୋର୍ଟ ଅନୁସାରେ ଧୋନୀ ମାଂସପେଶୀ ଜନିତ ଆଘାତ ସମସ୍ୟାରେ ପଡିଛନ୍ତି । ସେ ମ୍ୟାଚ ପୂର୍ବରୁ ଔଷଧ ଖାଇ ବ୍ୟାଟିଂ…

ବଳ ଗୋଟାଉଛି କଂଗ୍ରେସ; ଦଳରେ ମିଶିଲେ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ଓ ବିଭିନ୍ନ ଦଳର ବହୁ କର୍ମୀ

ଭୁବନେଶ୍ବର: କଂଗ୍ରେସରେ ଯୋଗଦେଲେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ମହାନ୍ତି । କଟକ ଟାଉନ୍‌ହଲରେ ଆୟୋଜିତ ମିଶ୍ରଣପର୍ବରେ ଆଜି ଆନୁଷ୍ଠାନିକ ଭାବେ ଦଳରେ ମିଶିଲେ ଚିତ୍ରଭାନୁ । ଏହି ଅବସରରେ ତାଙ୍କୁ ବିଧାୟିକା ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ୍‌ ଚିତ୍ରଭାନୁ…

ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହେବେ ସ୍ୱାମୀ-ସ୍ତ୍ରୀ; ରୁଦ୍ର ମହାରଥୀଙ୍କ ବିରୋଧରେ ଲଢିବେ ପତ୍ନୀ ଜାଗୃତି

ପିପିଲି: ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହେବେ ସ୍ବାମୀ-ସ୍ତ୍ରୀ । ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ସ୍ବର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ବିଜେଡିରୁ ଟିକେଟ୍ ରୁ ନିର୍ବାଚନ ଲଢୁଛନ୍ତି, ଅନ୍ୟପଟେ ଜାଗୃତି…

ଦୀର୍ଘ ୨୫ ବର୍ଷର ଟ୍ୟୁମରକୁ ୧୦ ଘଣ୍ଟାର ଜଟିଳ ଅପରେସନ୍‌ ପରେ ବାହାର କଲେ ଏମ୍‌ସ ଡାକ୍ତର

ଭୁବନେଶ୍ବର: ଦୀର୍ଘ ୨୫ ବର୍ଷର ଟ୍ୟୁମରକୁ ୧୦ ଘଣ୍ଟାର ଜଟିଳ ଅପରେସନ୍‌ ପରେ ବାହାର କଲେ ଭୁବନେଶ୍ୱର ଏମ୍‌ସ ଡାକ୍ତର ଟିମ୍‌ । ପଶ୍ଚିମବଙ୍ଗର ୫୧ ବର୍ଷୀୟ ରବୀନ୍ଦ୍ର ବିଶୁଇଙ୍କ ମୁଣ୍ଡ ଉପରେ ୨୫ ବର୍ଷ ହେଲା ଗୋଟିଏ ଟ୍ୟୁମର ହୋଇଥିଲା । କିନ୍ତୁ ଗତ ୭ ମାସ ହେବ ସେହି ଟ୍ୟୁମର ହଠାତ୍ ବଢିବା ଆରମ୍ଭ…

ବିଜ୍ଞାପନ ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ; ଦାୟୀ ରହିବେ ସେଲିବ୍ରିଟି ଓ ଇନଫ୍ଲୁଏନ୍ସସର

ନୂଆଦିଲ୍ଲୀ:  ‘ବିଜ୍ଞାପନ କରୁଥିବା ସେଲିବ୍ରିଟି ଓ ଇନଫ୍ଲୁଏନ୍ସସର ବି ବିଜ୍ଞାପନ ପାଇଁ ରହିବେ ଉତ୍ତରଦାୟୀ’। ଏମିତି କିଛି କହି ବର୍ଷିଛନ୍ତି ସୁପ୍ରିମକୋର୍ଟ । ଯଦି କୌଣସି ଦ୍ରବ୍ୟ କିମ୍ବା ସେବାର ବିଜ୍ଞାପନ ବିଭ୍ରାନ୍ତକର ସାବ୍ୟସ୍ତ ହେବ, ତା’ହେଲେ କମ୍ପାନୀ ସହ ଏହାର ପ୍ରଚାର କରୁଥିବା…

‘୧୦ ବର୍ଷରେ ୨୨ ଲୋକଙ୍କୁ ଅରବପତି କରିଛନ୍ତି ମୋଦି, ଆମେ କୋଟିଏ ଲୋକଙ୍କୁ ଲକ୍ଷପତି କରିବୁ’

ରାଞ୍ଚି: ଝାଡଖଣ୍ଡର ଚାଇବାସାରେ ଏକ ନିର୍ବାଚନୀ ସଭାକୁ ସମ୍ଭୋଧିତ କରିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ମୋଦି ଆଦିବାସୀଙ୍କ ଜଳ, ଜଙ୍ଗଲ ଏବଂ ଜମି କୁ ଶିଳ୍ପପତିଙ୍କୁ ଦେଇଦବାକୁ ଚାହୁଁଛନ୍ତି ।…

ଆତ୍ମସମର୍ପଣ କଲା କୁଖ୍ୟାତ ମାଓବାଦୀ ସାମାୟା ମାଡକାମ

କନ୍ଧମାଳ: କନ୍ଧମାଳ ପୋଲିସକୁ ବଡ ସଫଳତା । ଆତ୍ମସମର୍ପଣ କଲା କୁଖ୍ୟାତ ମାଓବାଦୀ ସାମାୟା ମାଡକାମ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ । ସାମାୟା ମାଡକାମ କେକେବିଏନ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ଥିବା ସୂଚନା ମିଳିଛି । କେକେବିଏନ ଡିଭିଜନର ଅଷ୍ଟମ…

ବିଦ୍ରୋହ… ବିପଦରେ ବିଜେଡି ଗଡ !

ଭୁବନେଶ୍ବର : ଖେଳ ବିଗାଡିବେ କି ବିଦ୍ରୋହୀ ? କୁହୁଳୁଛି ଅସନ୍ତୋଷ, ଭୋଟ୍ ବେଳେ ପଡିବ କି ଭାରି ? ବିଜେଡି ଗଡ ଖଲ୍ଲିକୋଟରେ ଏଥର ଅଲ୍ ଇଜ ନଟ୍ ୱେଲ୍ । ରାଣୀଙ୍କ ପରେ ମୁରବିବିହୀନ ଖଲ୍ଲିକୋଟ୍ । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବିରୋଧରେ ପ୍ରବଳ ଅସନ୍ତୋଷ ପରେ ବି ତାଙ୍କୁ ରିପିଟ୍ କରିଛି…