Latest Odisha News

BREAKING NEWS

ବିଧାନସଭା ନିର୍ବାଚନରେ ବହୁତ ଭଲ କରିବୁ: ନବୀନ

ଭୁବନେଶ୍ବର: ଏଏନଆଇକୁ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ । ଆଜି ଏଏନଆଇକୁ ସାକ୍ଷାତକାର ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଅନେକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ଆମେ ବହୁତ ଭଲ କରିବୁ ।  ଲୋକସଭା ନିର୍ବାଚନରେ ବି ବହୁତ ଭଲ…

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ

ସୁନ୍ଦରଗଡ଼: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଦଣ୍ଡାଦେଶ। ଦୋଷୀ ସୁଜିତ ମିଞ୍ଜକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ୨୦୧୭ ଫେବ୍ରୁଆରୀ ୧୧ରେ ସୁନ୍ଦରଗଡ ତଳସରା ଥାନା କଣ୍ଟାବହାଲ ଗାଁରେ ୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଥିଲା।…

‘Bed Performance’ ଲେଖି କାଟିଲେ ଦରମା, ସମାଲୋଚିତ ହେଲା ଶିକ୍ଷା ବିଭାଗ

ଜମୁଇ: ସବୁବେଳେ ଚର୍ଚ୍ଚାରେ ଥିବା ବିହାର ଶିକ୍ଷା ବିଭାଗ ଏବେ ପୁଣି ଥରେ ଚର୍ଚ୍ଚାରେ ଆସିଛି । ଏଠି ଶିକ୍ଷକଙ୍କର ‘Bad Performance’ ପାଇଁ ନୁହେଁ ବରଂ ‘Bed Performance’ ପାଇଁ ଦରମା କଟାଯାଇଛି । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଠି ଶିକ୍ଷକ ତାଙ୍କର ଖରାପ ପ୍ରଦର୍ଶନ…

ସୁପ୍ରିମକୋର୍ଟଙ୍କଠାରୁ ଝଟକା ମିଳିବା ପରେ ରାଉସ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଉସ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଅପରାହ୍ନରେ ଏହା ଉପରେ ରାଉସ୍ ଆଭେନ୍ୟୁ କୋର୍ଟ ଶୁଣାଣି କରିବେ। ନିୟମିତ ଜାମିନ ପାଇଁ ଏହି ଆବେଦନପତ୍ର ଦାଖଲ ହୋଇଥିବାବେଳେ କେଜ୍ରିୱାଲ ବର୍ତ୍ତମାନ ଅନ୍ତରୀଣ ଜାମିନରେ ଅଛନ୍ତି ଏବଂ…

ଓଡିଶାରେ ବିଜେପି ଓ ବିଜେଡି ମିଶିକି ଅଛନ୍ତି: ରାହୁଲ

ବାଲେଶ୍ବର: ଆସନ୍ତା ୧ ତାରିଖ ଦିନ ରାଜ୍ୟରେ ଶେଷ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ହେବ । ଏଥିପାଇଁ  ଆଜି ସରୁଛି ପ୍ରଚାର। ଶେଷ ଦିନରେ ୩ ରାଜନୈତିକ ଦଳ ନିଜର ଜୋରଦାର ପ୍ରଚାର ଚଳାଇଛନ୍ତି । ଏହିମଧ୍ୟରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସି ସିମୁଳିଆ…

କୋଚ ଚୟନ ପୂର୍ବରୁ ଚର୍ଚ୍ଚାରେ ଗାଙ୍ଗୁଲିଙ୍କ ପୋଷ୍ଟ

ନୂଆଦିଲ୍ଲୀ: ବିସିସିଆଇର ପୂର୍ବ ଅଧ୍ୟକ୍ଷ ଓ ଭାରତୀୟ କ୍ରିକେଟର ସଫଳ ଅଧିନାୟକ ଭାବେ ପରିଗଣିତ ସୌରଭ ଗାଙ୍ଗୁଲିଙ୍କ ଏକ କ୍ରିପ୍ଟିକ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ବିସିସିଆଇ ଏବେ ନୂତନ କୋଚ ସନ୍ଧାନରେ ରହିଛି । ଏହି ଦୌଡରେ ଗୌତମ ଗମ୍ଭୀର ଆଗରେ ରହିଛନ୍ତି । ଗାଙ୍ଗୁଲି ପୋଷ୍ଟରେ…

ସ୍ୱଦେଶୀ ଘରୋଇ ମହାକାଶ ଗବେଷଣା ସଂସ୍ଥା ପାଇଁ ଐତିହାସିକ ଦିନ, ଅଗ୍ନିବାଣର ସଫଳ ଉତକ୍ଷେପଣ

ବେଙ୍ଗାଲୁରୁ: ପ୍ରଥମ ଘରୋଇ ମହାକାଶ ପରୀକ୍ଷଣ କଲା ‘ଅଗ୍ନିକୂଳ କସମସ୍‌’। ଭାରତୀୟ ମହାକାଶ ମିଶନ ପାଇଁ ଗୁରୁବାର ଐତିହାସିକ ଦିନ ପାଲଟିଛି। ଚେନ୍ନାଇ ଭିତ୍ତିକ ସ୍ପେସ୍ ଷ୍ଟାର୍ଟ ଅପ୍ ଅଗ୍ନିକୂଳ କସମସ୍‌ ଶ୍ରୀହରିକୋଟା ଠାରେ ଏହାର ଲଞ୍ଚ ପ୍ୟାଡରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟ୍…

କେମିତି ହେଲା ବାଣ ବିସ୍ଫୋରଣ, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି; କାହିଁକି ପ୍ରଶାସନକୁ ଦୋଷାରପ କରୁଛନ୍ତି ଲୋକେ?

ପୁରୀ: ଚନ୍ଦନ ଯାତ୍ରା ଅବସରରେ ନରେନ୍ଦ୍ର ପୋଖରୀର ମହାପ୍ରଭୁଙ୍କ ଚାପ ଖେଳ ସମୟରେ ବାଣ ବିସ୍ଫୋରଣ । ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ଘଟିଥିବା ବେଳେ ୩୦ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ଯେଉଁମାନେ କି ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ…

୨୦୦୯ ଟି୨୦ ବିଶ୍ୱକପ: ଶ୍ରୀଲଙ୍କାକୁ ହରାଇ ପାକିସ୍ତାନ ହେଲା ଚାମ୍ପିୟନ

୨୦୦୭ ଉଦଘାଟନୀ ଟି୨୦ ବିଶ୍ୱକପ ସଂସ୍କରଣରେ ପାକିସ୍ତାନକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ରନର୍ସଅପ ପାକିସ୍ତାନ ୨୦୦୯ ସଂସ୍କରଣରେ ଆଉ କୌଣସି ଭୁଲ ନ କରି ଟାଇଟଲ ହାସଲ କରିଥିଲା । ଇଂଲଣ୍ଡରେ ଏହା ୧୨ଟି ଟିମକୁ ନେଇ ଖେଳା ଯାଇଥିଲା । ଟିମଗୁଡିକୁ ୪ଟି ଗ୍ରୁପରେ ଭାଗ କରାଯାଇଥିଲା । ଗ୍ରୁପ…