Latest Odisha News

BREAKING NEWS

ଓଡ଼ିଶା ସମେତ ୬ଟି ରାଜ୍ୟକୁ ସ୍ୱତନ୍ତ୍ର ଅର୍ଥନୈତିକ ଅନୁଦାନ ଦେବାକୁ ବିଚାର କରିପାରନ୍ତି କେନ୍ଦ୍ର ସରକାର

ଭୁବନେଶ୍ୱର: ବିକାଶ ସୂଚକାଙ୍କରେ ପଛରେ ପଡ଼ିଥିବା ପ୍ରାୟ ୬ଟି ରାଜ୍ୟକୁ ସ୍ୱତନ୍ତ୍ର ଅର୍ଥନୈତିକ ଅନୁଦାନ ଦେବାକୁ ବିଚାର କରିପାରନ୍ତି କେନ୍ଦ୍ର ସରକାର । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଚାଲିଥିବା ବେଳେ କେନ୍ଦ୍ରର ଏନଡିଏ ସରକାର ବଜେଟ ବେଳେ ଏପରି ଏକ ଘୋଷଣା କରିପାରେ। ଜାତୀୟ ଗଣମାଧ୍ୟମରେ…

ଲକ୍ଷ୍ନୌ ଏବଂ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ, ବଦଳିବେ କି ୟୁପିର ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ରାଜନୈତିକ ହଟଚମଟ । ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ଚାଲିଛି। ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଖରାପ ପ୍ରଦର୍ଶନ ଯୋଗୁଁ ରାଜ୍ୟରେ ଦଳ ଅନେକ ପରିବର୍ତ୍ତନ କରିପାରେ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ କାର୍ଯ୍ୟକାରିଣୀ ବୈଠକ…

ନର୍ସ ସଂଘର ଆନ୍ଦୋଳନ ସ୍ଥଗିତ, ଉଚ୍ଚ ସ୍ତରୀୟ ବୈଠକରେ ହେଲା ସମାଧାନ

କଟକ: ସ୍ଥଗିତ ରହିଲା ଏସସିବି ମେଡିକାଲର ନର୍ସ ସଂଘର ଆନ୍ଦୋଳନ। ହାଉସ ସର୍ଜନ  ସହ ବିବାଦ ପରେ ଆଜି ରୋଗୀ ସେବା ପ୍ରଭାବିତ ହୋଇଥିଲା। ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉଦବେଗ ପ୍ରକାଶ କରିଥିଲେ । ପରେ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶକ୍ରମେ ଉଭୟ ନର୍ସ ସଂଘ ଏବଂ ହାଉସ…

ଗଡ଼ଚିରୋଲିରେ ବଡ଼ ଏନକାଉଣ୍ଟର, ୧୨ ମାଓବାଦୀ ନିହତ, ଏକେ ୪୭ ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ

ମୁମ୍ବାଇ: ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ବୁଧବାର ପୁଲିସର ଏନକାଉଣ୍ଟରରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟର ୬ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଏନକାଉଣ୍ଟର ଶେଷ ହେବା ପରେ ୧୨ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ସମୟ ମଧ୍ୟରେ ପୁଲିସ ୩ଟି ଏକେ୪୭,…

କ୍ରିକେଟର ରିଙ୍କୁ ସିଂଙ୍କୁ ୬ ଥର କାମୁଡିଛି ମାଙ୍କଡ

ମୁମ୍ବାଇ: ଫତେପୁରର ବିକାଶ ଦୁବେଙ୍କ ଘଟଣା ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ବିକାଶ କହିଛନ୍ତି ଯେ, ୪୦ ଦିନ ମଧ୍ୟରେ ତାଙ୍କୁ ୭ ଥର ସାପ କାମୁଡିଛି । ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କ ସହ ଏ ଭଳି ଘଟଣା ଘଟିଛି ବୋଲି ସେ କହିଛନ୍ତି । ଭାରତର ଏହି ବିସ୍ଫୋରକ…

ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ମହାପ୍ରଭୁ

ପୁରୀ: ରଥ ଉପରେ ତିନି ଠାକୁର। ପାଦରୁ ମସ୍ତକ ମହଣ ମହଣ ସ୍ବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ରଥ ଉପରୁ ଦେଇଛନ୍ତି ଦର୍ଶନ। ତିନିରଥରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରମଣୀୟ ସୁନ‌ାବେଶ ଅନୁଷ୍ଠିତ ହୋଇଛି। ସିଂହଦ୍ବାର ସମ୍ମୁଖରେ…

ପ୍ୟାରିସ ଅଲିମ୍ପିକ୍ସ: ସୁରକ୍ଷା ପାଇଁ ନିୟୋଜିତ ହେବେ ଭାରତର କେ୯ କୁକୁର

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ପାଇଁ ଫ୍ରାନ୍ସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଏବେ ଫ୍ରାନ୍ସ ପକ୍ଷରୁ ଭାରତକୁ ସୁରକ୍ଷା ନେଇ ଏକ ବିଶେଷ ଅନୁରୋଧ କରାଯାଇଛି । ଭାରତୀୟ ସୁରକ୍ଷା ବଳରେ ପ୍ରଶିକ୍ଷିତ କେ୯ କୁକୁରକୁ ପଠାଇବା କୁହାଯାଇଛି ।…

ଚନ୍ଦ୍ରପୃଷ୍ଠରେ ବିଶାଳ ଗୁମ୍ଫା 

ନୂଆଦିଲ୍ଲୀ: ପୃଥିବୀର ସୁନ୍ଦର ଉପଗ୍ରହ ଚନ୍ଦ୍ରକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଏବେ ଚନ୍ଦ୍ରପୃୃଷ୍ଠରେ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଏକ ବିଶାଳ ଭୂମିଗତ ଗୁମ୍ଫା । ୫୫ ବର୍ଷ ପୂର୍ବେ ଚନ୍ଦ୍ରମାର ଯେଉଁ ସ୍ଥାନରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ବଜ୍ ଆଲଡ୍ରିନ ଐତିହାସିକ ମୁନ୍ ୱାକ୍…

କମଲା ହାରିସ୍ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି କମଲା ହାରିସ୍ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି। ନ୍ୟାସନାଲ ଆସୋସିଏସନ ଫର ଆଡଭାନ୍ସମେଣ୍ଟ ଅଫ୍ କଲର୍ଡ ପିପୁଲ୍ସ (NAACP) ବାର୍ଷିକ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏଭଳି କହିଛନ୍ତି । ଆସନ୍ତା ନଭେମ୍ବର ୫ରେ ଆମେରିକାରେ…

କୋଚିଂ ଷ୍ଟାଫ ନେଇ ଗମ୍ଭୀରଙ୍କ ପ୍ରସ୍ତାବକୁ ଗ୍ରହଣ କରୁନି ବିସିସିଆଇ, ୫ଜଣଙ୍କ ମଧ୍ୟରୁ ଜଣଙ୍କୁ ମିିଳିଲା ସବୁଜ ସଙ୍କେତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗୌତମ ଗମ୍ଭୀରଙ୍କୁ ସିନିୟର ପୁରୁଷ ଟିମର କୋଚ ନିଯୁକ୍ତ କରିଛି । ଏବେ ସହଯୋଗୀ ଷ୍ଟାଫଙ୍କୁ ଚୟନ କରାଯିବା ବାକି ରହିଛି । ରିପୋର୍ଟ ମୁତାବକ ଗମ୍ଭୀର ଏଥିପାଇଁ ୫ଜଣଙ୍କ ନାମ ସୁପାରିଶ କରିଥିଲେ । ବିସିସିଆଇ କେବଳ ଜଣଙ୍କ ନାମରେ ମୋହର ମାରିଥିବା…