ଖରାଦିନେ କିପରି ନେବେ ତ୍ଵଚାର ଯତ୍ନ
ଭୁବନେଶ୍ଵର: ଝିଅମାନେ ନିଜ ତ୍ଵଚାକୁ ନେଇ ପ୍ରାୟତଃ ସର୍ବଦା ଚିନ୍ତିତ ରୁହନ୍ତି, କାରଣ ଋତୁ ବଦଳିବା ସଙ୍ଗେ ସଙ୍ଗେ ତ୍ଵଚାରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ। ତ୍ଵଚାର ସୌନ୍ଦର୍ୟ୍ୟ ବଜାୟ ରଖିବା ଜରୁରୀ ଅଟେ। ଗ୍ରୀଷ୍ମ ଋତୁରେ ତ୍ଵଚାର ଯତ୍ନ ନେବା ନିତ୍ୟନ୍ତ ଆବଶ୍ୟକ ହୋଇଥାଏ । ପ୍ରବଳ ଖରା…