Latest Odisha News

BREAKING NEWS

controversy: ଧୁରନ୍ଧର ଫିଲ୍ମକୁ ନେଇ ପାକିସ୍ତାନରେ ହଙ୍ଗାମା…

ନୂଆଦିଲ୍ଲୀ:  ଭାରତରେ ଫିଲ୍ମ ହିଟ୍, ପାକିସ୍ତାନରେ ହଙ୍ଗାମା । ଧୁରନ୍ଧର ଚଳଚ୍ଚିତ୍ର ଉପରେ ପାକିସ୍ତାନୀ ପ୍ରତିକ୍ରିୟା । ଟ୍ରେଲର ଦେଖି ଉତ୍ୟକ୍ତ ହେଲେ, କୋର୍ଟକୁ ଗଲା ମାମଲା ।ଭାରତୀୟ ଚଳଚ୍ଚିତ୍ର 'ଧୁରନ୍ଧର'ର ଟ୍ରେଲର ପାକିସ୍ତାନରେ ବିବାଦ ସୃଷ୍ଟି କରିଛି। ଧୁରନ୍ଧର ଫିଲ୍ମଟି ଭାରତରେ…

ଶ୍ରୀମନ୍ଦିର ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଅନୁମୋଦନ; ସେପଟେ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଗର୍ଭଗୃହ ଦର୍ଶନ…

ପୁରୀ: ଶ୍ରୀମନ୍ଦିର ପହିଲି ଭୋଗ ନୀତି ନିର୍ଘଣ୍ଟକୁ ମିଳିଲା ଅନୁମୋଦନ । ଉଭୟ ଛତିଶା ନିଯୋଗ ଓ ନୀତି ସବ୍ କମିଟି ପକ୍ଷରୁ ଅନୁମୋଦନ ମିଳିଛି । ୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ପାଇଁ ରାତ୍ରୀ ୨ଟାରୁ ହେବ ଦ୍ଵାରଫିଟା । ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତମାନେ ଗଠନ…

ସ୍କୁଲରେ ବନ୍ଧୁକ, ୯ମ ଶ୍ରେଣୀ ଛାତ୍ରଙ୍କୁ ଜେରା

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର କୁଦାନଗରୀ ଅଞ୍ଚଳର ଏକ ସରକାରୀ ହାଇସ୍କୁଲ ଭିତରେ ଜଣେ ନବମ ଶ୍ରେଣୀ ଛାତ୍ର ବନ୍ଧୁକ ସହିତ ଧରାପଡ଼ିଛି। ସୂଚନା ଅନୁଯାୟୀ, ଗଣିତ ଶ୍ରେଣୀ ସମୟରେ ଛାତ୍ରଟି ଅସ୍ୱାଭାବିକ ଭାବରେ ଅନ୍ୟମନସ୍କ ଥିବାର ଜଣାପଡ଼ିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା।…

ଗମ୍ଭୀର-ପାଣ୍ଡ୍ୟାଙ୍କ ମଧ୍ୟରେ ହୋଇଥିଲା କି ବଚସା

ମୁଲ୍ଲାନପୁର: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଟି୨୦ରେ ଟିମ ଇଣ୍ଡିଆ ଶୋଚନୀୟ ଭାବେ ପରାଜିତ ହୋଇଛି । ମ୍ୟାଚ ପରେ ମୂଖ୍ୟ କୋଚ ଗୌତମ ଗମ୍ଭୀର ଓ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ସାମାନ୍ୟ ବଚସା ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି । ଏହି…

ଗତିରୁ ପ୍ରଗତି: ଭିତ୍ତିଭୂମି ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ନେଇ ତ୍ରିପାକ୍ଷିକ ଚୁକ୍ତି

ସୂଚନା ବିଜ୍ଞାନ ସଂସ୍ଥାନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ। ଓଡ଼ିଶା ସରକାଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଜରିଆରେ ଓ ଗୁଜୁରାଟ ଗାନ୍ଧିନଗରସ୍ଥିତ ଭାସ୍କରାଚାର୍ଯ୍ୟ ଜାତୀୟ ଅନ୍ତରୀକ୍ଷ ପ୍ରୟୋଗ ଏବଂ ଭୂ-ସୂଚନା ବିଜ୍ଞାନ ସଂସ୍ଥାନ (ବିଆଇଏସ୍ଏଜି-ଏନ) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର…

ସତ୍ୟ ନଗର ଶ୍ମଶାନର ନବୀକରଣ; ୩.୩୨ କୋଟି ଖର୍ଚ୍ଚ

ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟ ନଗର ଶ୍ମଶାନ ଗୃହର ନବୀକରଣ କାର୍ଯ୍ୟ ପାଇଁ ୩.୩୨ କୋଟି ଟଙ୍କାରୁ ଅଧିକ ବ୍ୟୟ ହୋଇଛି। ଯେଉଁଥିରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇଛି। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ…

ମାଟି ତଳୁ କଢ଼ାଯିବ ରାମୁ ହାତୀର ‘କଙ୍କାଳ’; ଜାଣନ୍ତୁ କାହିଁକି…

ଭୁବନେଶ୍ବର: ମାଟି ତଳୁ କଢ଼ାଯିବ ହାତୀ 'ରାମୁ'ର କଙ୍କାଳ। ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ଭରତପୁର ଜଙ୍ଗଲରେ ମାଟିତଳେ ପୋତା ହୋଇଥିବା ହାତୀର କଙ୍କାଳକୁ ଉଦ୍ଧାର କରାଯିବ। ପରେ ଏହାକୁ ଭୁବନେଶ୍ୱର ଉପକଣ୍ଠ ଗୋଡ଼ିବାରି ପ୍ରକୃତି ନିବାସକୁ ନିଆଯିବ। ହାତୀର କଙ୍କାଳର ବୈଜ୍ଞାନିକ…

40-Minute Wait: ପୁଟିନଙ୍କୁ ଦେଖାକରିବାକୁ ଯାଇ ଅପମାନିତ ହେଲେ ପାକ୍ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଆନ୍ତର୍ଜାତୀୟ ସ୍ତରରେ ବହୁତ ଅପମାନର ସମ୍ମୁଖୀନ ହେବାକୁ ପଡ଼ିଛି। ସେ ଆନ୍ତର୍ଜାତୀୟ ଶାନ୍ତି ଏବଂ ଟ୍ରଷ୍ଟ ଫୋରମରେ ଅଂଶଗ୍ରହଣ କରିବା ପାଇଁ ତୁର୍କମେନିସ୍ତାନ ଯାଇଥିଲେ। କିନ୍ତୁ, ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ସାକ୍ଷାତ କରିବା…

ବେଆଇନ ଖଣି କ୍ଷତିପୂରଣ ଆଦାୟ ମାମଲା: ସ୍ବତନ୍ତ୍ର ଖଣ୍ଡପୀଠ ଗଠନ ପାଇଁ ଓଡ଼ିଶା ହାଇକୋର୍ଟଙ୍କୁ କହିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ବେଆଇନ ଖଣି କ୍ଷତିପୂରଣ ଆଦାୟ ମାମଲାରେ କଠୋର ହେଲେ ସୁପ୍ରିମକୋର୍ଟ। ଓଡିଶାରେ ବେଆଇନ ଖଣି କ୍ଷତିପୂରଣ ରାଶି ଅସୁଲ କରିବାରେ ପ୍ରତିବନ୍ଧକ ସାଜିଥିବା ମାମଲାଗୁଡ଼ିକର ତ୍ବରିତ ଫଇସଲା କରିବା ପାଇଁ ଏକ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ…