ମୁମ୍ବାଇ ଛାଡି ଚେନ୍ନାଇ ଯିବେ କି ହାର୍ଦ୍ଦିକ
ମୁମ୍ବାଇ: ଆଇପିଏଲର ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ୨ଟି ସଂସ୍କରଣରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଅଧିନାୟକ କରିବା ମୁମ୍ବାଇ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ରିପୋର୍ଟ ମୁତାବକ ମୁମ୍ବାଇ ଟିମର ମନ ମଧ୍ୟ ହାର୍ଦ୍ଦିକଙ୍କ…