Latest Odisha News

BREAKING NEWS

ପୋଷା କୁକୁରଙ୍କୁ ଭୁଲି ପାରୁ ନାହାନ୍ତି ଏହି ଅଟୋ ଡ୍ରାଇଭର…ଯାତ୍ରୀ ବି ହେଉଛନ୍ତି ଭାବପ୍ରବଣ

ବେଙ୍ଗାଲୁର: ବେଙ୍ଗାଲୁରର ଏକ ଅଟୋ ଡ୍ରାଇଭର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି । ସେ ତାଙ୍କ ପୋଷା କୁକୁରଙ୍କୁ ବେଶୀ ଭଲ ପାଉଥିଲେ । କୁକୁରଟି ମରିଯିବା ପରେ ସେ ତାର ଫଟୋ ଅଟୋରେ ଲଗାଇଛନ୍ତି । ୪ମାସର ହୋଇଥିବା ବେଳେ ତାଙ୍କ କୁକୁର ମରି ଯାଇଥିଲା । ଯାହା ଏବେ ବି ତାଙ୍କୁ…

ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତି; ନକଲି ଅନଲାଇନ୍ ଟେଷ୍ଟ ସେଣ୍ଟରରେ କ୍ରାଇମବ୍ରାଞ୍ଚର ଚଢ଼ାଉ

ଭୁବନେଶ୍ୱର: ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପରୀକ୍ଷାରେ ଠକେଇର ତଦନ୍ତ କରି ରବିବାର ଦିନ ଓଡ଼ିଶା କ୍ରାଇମବ୍ରାଞ୍ଚ ଭୁବନେଶ୍ୱରର ଏକ ନକଲି ଅନଲାଇନ୍ ପରୀକ୍ଷା କେନ୍ଦ୍ର ଉପରେ ଚଢାଉ କରିଥିବା ସୂଚନା ମିଳିଛି। ଏକ ଗୁଇନ୍ଦା ସୂଚନାକୁ ଆଧାର କରି କ୍ରାଇମବ୍ରାଞ୍ଚ ନନ୍ଦନକାନନ…

କଟକ ହିଂସା ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର: କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଟକ ସହର ହେଉଛି ହଜାର ବର୍ଷର ସହର। ଭାଇଚାରାର ଅନନ୍ୟ…

ଶହୀଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ; ୧୨୦ କୋଟିରେ ହେବ ବାଜି ରାଉତ ସ୍ପୋର୍ଟସ କମ୍ପ୍ଲେକ୍ସ

ଢେଙ୍କାନାଳ: ଭାରତର ଗୌରବ, ଓଡ଼ିଶାର ଗର୍ବ ସହିଦ ବାଜି ରାଉତଙ୍କ ସାହସ ଓ ତ୍ୟାଗ ଓଡ଼ିଆ ଜାତିର ବୀରତ୍ବ ବଖାଣେ । ମାତ୍ର ୧୨ବର୍ଷ ବୟସରେ ସେ ବ୍ରିଟିଶ ଗୁଳି ଆଗରେ ଛାତି ପତେଇଦେଇଥିଲେ । ବାଜି ରାଉତଙ୍କ ସାହସ ଯୁବଗର୍ବଙ୍କ ଆଦର୍ଶ । ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଗଠନରେ ବାଜି ରାଉତଙ୍କ ପଥ…

ନଭେମ୍ବର ୨୨ ପୂର୍ବରୁ ହୋଇପାରେ ବିହାର ନିର୍ବାଚନ

ପାଟଣା: ବିହାର ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁଇ ଦିନିଆ ବିହାର ଗସ୍ତରେ ଥିବା ନିର୍ବାଚନ କମିଶନ ବିଭିନ୍ନ ରାଜନୈତିକ ଦଳଙ୍କ ସହ ବୈଠକ କରି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର କହିଛନ୍ତି ଯେ ବିହାରରେ…

ଅବଶିଷ୍ଟ ଭାରତ ଏକାଦଶକୁ ହରାଇ ବିଦର୍ଭ ଜିତିଲା ଇରାନୀ କପ

ନାଗପୁର: ଅବଶିଷ୍ଟ ଭାରତ ଏକାଦଶକୁ ୯୩ ରନରେ ହରାଇ ବିଦର୍ଭ ଇରାନୀ କପ କ୍ରିକେଟ ଟାଇଟଲ ହାସଲ କରିଛି । ବିଦର୍ଭ ଏହା ପୂର୍ବରୁ ୨୦୧୭-୧୮ ଓ ୨୦୧୮-୧୯ରେ ମଧ୍ୟ ଏହି ଟାଇଟଲ ହାସଲ କରିଥିଲା । ବିଦର୍ଭ ଟସ ଜିତି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୩୪୨ ରନ କରିଥିଲା । ଅଥର୍ବ ତାୟଡେ ୧୪୩ ଓ ୟଶ…

ଏହି ସବୁ କାରଣ ରୋହିତଙ୍କ ପାଇଁ ହେଲା କାଳ

ଭାରତୀୟ କ୍ରିକେଟର ଏକ ମହାନ ଅଧିନାୟକ ରୋହିତ ଶର୍ମାଙ୍କ କ୍ୟାରିୟର ଉପରେ ଧୀରେ ଧୀରେ ପୂର୍ଣ୍ଣଚ୍ଛେଦ ପଡିବାରେ ଲାଗିଛି । ୨୦୨୭ ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆର ନେତୃତ୍ୱ ନେଇ ଜିତାଇବା ରୋହିତଙ୍କ ସ୍ୱପ୍ନ ଥିଲା । ତେବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ତାଙ୍କୁ ଅଧିନାୟକ ପଦରୁ ହଟାଯାଇ…

ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ହେବ ପୁନରୁଦ୍ଧାର: ମୁଖ୍ୟମନ୍ତ୍ରୀ  

ଭୁବନେଶ୍ୱର: ପ୍ରତ୍ୟେକ ଓଡ଼ିଆ ଘରେ ଭାଗବତ ଏବଂ ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ପୁନରୁଦ୍ଧାର ଓ ପ୍ରତିଷ୍ଠା ହେବ। ଧର୍ମ ଜାଗରଣ ସମିତି, ଓଡ଼ିଶା ପକ୍ଷରୁ ଆଜି ଭୁବନେଶ୍ବର-କଟକ ରୋଡ ସ୍ଥିତ ତେରାପନ୍ଥ ଭବନ ଠାରେ ଆୟୋଜିତ ଶ୍ରୀମଦ୍ ଭାଗବତ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ହରିୟାଣାର କୁଖ୍ୟାତ ଠକଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ; ସରକାରଙ୍କ ବଡ଼ ପୋଷ୍ଟରେ ନିଯୁକ୍ତି ଦେବା…

ଭୁବନେଶ୍ବର:ଜାତୀୟ ସାମାଜିକ ନ୍ୟାୟ ମହିଳା ସଶକ୍ତିକରଣ ଆୟୋଗର ଅଧ୍ୟକ୍ଷା ବୋଲି କହି ଲୋକଙ୍କୁ ଠକୁଥିବା ଦୁଇ ଜଣ ଆନ୍ତଃରାଜ୍ୟ ଠକଙ୍କୁ  କମିଶନରେଟ୍ ପୋଲିସ ଗିରଫ କରିଛି। ଭୁବନେଶ୍ୱର ମୈତ୍ରୀବିହାର ଅଞ୍ଚଳରୁ ଦୁଇ ଠକଙ୍କ ଗିରଫ କରିଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର…

ବରଗଡର ୩ ଜେଲରେ ଚଢ଼ାଉ; ମିଳିଲା ବିଡି, ଭାଙ୍ଗ…

ବରଗଡ଼: ବରଗଡ଼ ଜିଲ୍ଲାର ତିନୋଟି ଜେଲରେ ରବିବାର ସକାଳେ ଅତର୍କିତ ଚଢାଉ କରାଯାଇଥିଲା। ଏହି ସମୟରେ ଅନେକ ନିଷିଦ୍ଧ ସାମଗ୍ରୀ ଜବତ କରାଯାଇଛି। ଜିଲ୍ଲା ଜେଲରେ ବରଗଡ଼ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା। ଏସଡିପିଓଙ୍କ ତତ୍ତ୍ୱାବଧାନରେ ପଦମପୁର ଉପ-କାରାଗାର ଏବଂ…