Latest Odisha News

BREAKING NEWS

ଆଦିବାସୀ ପିଲାମାନଙ୍କୁ ମାତୃଭାଷା ଭିତ୍ତିକ ଶିକ୍ଷା ମାଧ୍ୟମରେ ଶିକ୍ଷିତ କରିବାରେ ଓଡ଼ିଶା ଅଗ୍ରଣୀ

ଭୁବନେଶ୍ୱର :  ଆମ ରାଜ୍ୟରେ ଗତ ୨୦୨୧ ଜୁଲାଇ ୨୬ରେ ୬୪ଟି ପଦବୀକୁ ନିୟମିତ କରାଯିବା ପରେ ବହୁଭାଷୀ ଶିକ୍ଷା ବା ଏମ୍ଏଲ୍ଇ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ପ୍ରତି ପ୍ରତିବଦ୍ଧତାକୁ ଏକ ବଡ଼ ପ୍ରୋତ୍ସାହନ ମିଳିଥିଲା । ବାସ୍ତବରେ ୨୦୦୮ ମସିହାରେ ୧୦୦ ଏମ୍ଏଲ୍ ଇ ଶିକ୍ଷକଙ୍କୁ ଚୁକ୍ତିଭିତ୍ତିକ ଭାବେ…

୭୬ ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ଵର, ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ସାରା ସହର

ଭୁବନେଶ୍ଵର: ଆଜି ଭୁବନେଶ୍ଵରର ୭୬ ତମ ପ୍ରତିଷ୍ଠା ଦିବସ । ଯାହାକୁ ନେଇ ରାଜଧାନୀ ଆଜି ଚଳ ଚଞ୍ଚଳ । ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ଆଜି ପୁରା ରାଜଧାନୀ । ୧୯୪୮ ମସିହା ଅପ୍ରେଲ ୧୩ ତାରିଖରେ ଗଢିଉଠିଥିଲା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ସେବେ ଠାରୁ ପ୍ରତିବର୍ଷ ଅପ୍ରେଲ ୧୩ ତାରିଖକୁ…

ସୁରଜ କୁମାର ବେହେରା ଓ ଶ୍ରୀଷ୍ଠୀ ଭୌମିକ ଙ୍କୁ ରାଧାନାଥ ରଥ ଓ ସତ୍ୟ ମହାପାତ୍ର ଫେଲୋସିପ୍‍

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳର ଚଳିତ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ର ସୁରଜ କୁମାର ବେହେରାଙ୍କୁ ରାଧାନାଥ ରଥ ସ୍ମାରକୀ ଫେଲୋସିପ୍‍ ଓ ଇଂରାଜୀ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ଶ୍ରୀଷ୍ଠୀ ଭୌମିକଙ୍କୁ ସତ୍ୟ ମହାପାତ୍ର ସ୍ମାରକୀ…

ବିରୋଧୀଙ୍କୁ ମୋଦୀଙ୍କ ଜବାବ, ଆମ୍ବେଦକର ଚାହିଁଲେ ମଧ୍ୟ ସମ୍ବିଧାନକୁ ଉଚ୍ଛେଦ କରିପାରିବେନି

ଜୟପୁର: ରାଜସ୍ଥାନର ବାରମେରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ସମ୍ବିଧାନକୁ ନଷ୍ଟ କରିବାକୁ ଲକ୍ଷ୍ୟ ରଖିଛି ବୋଲି ବିରୋଧୀଙ୍କ ଦାବିର ଜବାବ ଦେଇଛନ୍ତି। ସେ ଦୃଢ଼ତାର ସହ କହିଛନ୍ତି ଯେ ତାଙ୍କ ସରକାର ସମ୍ବିଧାନକୁ ସମ୍ମାନ ଦିଅନ୍ତି ଏବଂ…

ସାମଗ୍ରୀ ନ କିଣିବାରୁ ୩୭ ପର୍ଯ୍ୟଟକଙ୍କୁ ବନ୍ଧକ ରଖିଲା ଦୋକାନୀ

ବେଜିଂ: ଚୀନରେ ଏପରି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ପର୍ଯ୍ୟଟକଙ୍କୁ ଚିନ୍ତାରେ ପକାଇ ଦେଇଛି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ପର୍ଯ୍ୟଟକମାନେ ଲିୟାୟୋନିଂରୁ ୟୁନ୍ନାନକୁ ଭ୍ରମଣ ଉଦ୍ଦେଶ୍ୟରେ ଯାଇଥିଲେ । ସେଠାରେ ସେମାନେ ଏକ ମ୍ୟାଟ୍ରେସ…

ବାତ୍ୟା ପୂର୍ବ ପ୍ରସ୍ତୁତି ସମୀକ୍ଷା କଲା ଆଇଏମଡି

ନୂଆଦିଲ୍ଲୀ: ବିପର୍ଯ୍ୟୟ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏପ୍ରିଲ-ଜୁନ୍ ୨୦୨୪ ପାଇଁ ଏକ ପ୍ରାକ୍-ବାତ୍ୟା ମକ ଡ୍ରିଲ୍ କରିଛି। ଆଇଏମଡିର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀସ୍ଥିତ ମୌସମ ଭବନରେ ହାଇବ୍ରିଡ୍…

ଅବଧି ଶେଷଥିବା ମଦ ମିଳିବା ପରେ ମଦ ଦୋକାନୀ ମାଲିକଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ୱର: ଜିଲ୍ଲାର ଜଣେ ମଦ ଦୋକାନୀ ନିଜ ଘରୁ ଅବଧି ଶେଷ ହୋଇଥିବା ବିୟର ମହଜୁତ ଥିବା ମିଳିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପାତ୍ରପଡ଼ାସ୍ଥିତ ନବ କିଶୋରଙ୍କ ମଦ ଦୋକାନରେ ଅବକାରୀ ବିଭାଗ ଚଢ଼ାଉ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଲାଇସେନ୍ସପ୍ରାପ୍ତ ଦୋକାନ ଯାଞ୍ଚ କରିବା ପରେ…

ନବୀନ ନିବାସରେ ଓଲିଉଡ କଳାକାରଙ୍କ ବୈଠକ, ନିର୍ବାଚନରେ ହେବ ଷ୍ଟାର ଓ୍ବାର?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ଅଭିନେତା, ଅଭିନେତ୍ରୀ ଓ କଣ୍ଠଶିଳ୍ପୀଙ୍କୁ ଦେଖିବାକୁ ମିଳିଥିଲା। ଶାସକ ଦଳ ବିଜୁ ଜନତା ଦଳ (ବିଜେଡି) ପାଇଁ ନିର୍ବାଚନ ବେଳେ ଏହି ନେତା ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଓଲିଉଡର ଅନେକ…

ମୋ ସ୍କୁଲ ସମୀକ୍ଷାରେ ବିଜେଡି କର୍ମୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର: ଓଡ଼ିଶାର ୯୩ଟି ବ୍ଲକରେ ମୋ ସ୍କୁଲ କାର୍ଯ୍ୟର ସମୀକ୍ଷା ପାଇଁ ବିଜୁ ଜନତା ଦଳ ଦଳୀୟ କର୍ମୀଙ୍କୁ ନିୟୋଜିତ କରିଥିବା ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି । ଏ ନେଇ ବିଜେପିର ଏକ ପ୍ରତିନିଧି ଦଳ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିଜେପି…

ଭିନେଶ କହିଲେ ଡବ୍ଲ୍ୟୁଏଫଆଇ ଅଧ୍ୟକ୍ଷ ମୋତେ ଅଲିମ୍ପିକ୍ସରେ ଖେଳାଇ ଦେବାକୁ ଚାହୁଁ ନାହାନ୍ତି

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟ ଶୁକ୍ରବାର ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ସଞ୍ଜୟ ସିଂଙ୍କୁ ନେଇ ଗମ୍ଭୀର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଡବ୍ଲ୍ୟୁଏଫଆଇ ଓ ତାଙ୍କ ସହଯୋଗୀ ଅଧିକାରୀ ମାନ୍ୟତା ପତ୍ର ପ୍ରଦାନ ନ କରି ଅଲିମ୍ପିକ୍ସରେ ଖେଳାଇ ନ ଦେବା ପାଇଁ ଉଦ୍ୟମ…