ରାଜ୍ୟପାଳଙ୍କ ଉପରେ ଲାଗିଲା ଯୌନ ଉତ୍ପୀଡନର ଆରୋପ , ପୋଲିସ୍ ଓ କର୍ମୀଙ୍କୁ ରାଜଭବନ ମନା
କୋଲକାତା : ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଉପରେ ଲାଗିଲା ସଙ୍ଗୀନ ଆରୋପ । ରାଜଭବନର ଏକ ମହିଳା କର୍ମଚାରୀ ଯୌନ ଶୋଷଣ ନେଇ ସ୍ଟ୍ରିଟ୍ ଥାନାରେ ଅଭିଯୋଗ କରି ରାଜ୍ୟପାଳ ବୋସଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛନ୍ତି ।
ସୂଚନା ଅନୁଯାୟୀ, ଅଭିଯୋଗକାରୀ ମହିଳା ଜଣଙ୍କ…