‘ମହାପ୍ରଭୁଙ୍କ ନିକଟରେ ମା’ମାନେ ରହି ବ୍ରତ ପାଳନ କରିବେ, ଏହାର ଫଳ ଓଡ଼ିଆ ଜାତି ଭୋଗ କରିବ’
ପୁରୀ: ପୁରୀରେ ହବିଷ୍ୟାଳି ଶିବିର ଉଦଘାଟନ କଲେ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏହି ଅବସରରେ ସେ କହିଛନ୍ତି ଯେ, ମହାପ୍ରଭୁଙ୍କ ନିକଟରେ ମା’ମାନେ ରହି ବ୍ରତ ପାଳନ କରି ନିଜ ପରିବାରର ମଙ୍ଗଳ କାମନା କରିବେ ସତ, କିନ୍ତୁ ଏହି ପୁଣ୍ୟର ଫଳ ଓଡ଼ିଆ ଜାତି ଭୋଗ କରିବ । ଏହି ପର୍ବ…