ଥାନାରେ ଆଇଆଇସି ବ୍ୟୁଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ
କଟକ: କଟକ ଚାଉଳିଆଗଞ୍ଜ ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ (ଆଇଆଇସି) ବ୍ୟୁଟି ମହାନ୍ତିଙ୍କ ଶନିବାର ସକାଳେ ସନ୍ଦେହଜନକ ଭାବରେ ମୃତଦେହ ଉଦ୍ଧାର କରାଯାଇଛି।
ତିନି ମହଲା ପୋଲିସ ଷ୍ଟେସନ କୋଠାର ଉପର ମହଲାରେ ଥିବା ବିଶ୍ରାମଗାର ଭିତରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।…