Latest Odisha News

BREAKING NEWS

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ଦେଶରେ ଷଷ୍ଠ ତଥା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଆସନ୍ତା ମେ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ଆଜି ବିଜ୍ଞପ୍ତି ଜାରି ହେବା ପରେ ନାମାଙ୍କନ…

ସମାଲୋଚକଙ୍କ ଉପରେ ରାଗିଗଲେ କୋହଲି

ଅହମ୍ମଦାବାଦ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୯ ୱିକେଟରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ଏହି ମ୍ୟାଚରେ ବିରାଟ କୋହଲି ୪୪ ବଲରେ ୬ ଚୌକା ଓ ୩ ଛକା ବଳରେ ୭୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ପୂର୍ବ ମ୍ୟାଚରେ କୋହଲି ୪୩ ବଲରେ ୫୧ ରନ…

ନଡ୍ଡାଙ୍କ ରାଲି ପାଇଁ ବିଜେପି ଛୋଟ ଛୁଆଙ୍କୁ ବ୍ୟବହାର କରିଛି, ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି

ବ୍ରହ୍ମପୁର: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପ୍ରଚାର ପୂର୍ବରୁ ଭାରତୀୟ ଜନତା ପାର୍ଟି ପିଲାମାନଙ୍କୁ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରୁଥିବା ଅଭିଯୋଗ କରି ଆଜି ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି। ବ୍ରହ୍ମପୁର ଲୋକସଭା…

ଗୋଟିଏ ଲୋକସଭା ଓ ଦୁଇଟି ବିଧାନସଭାରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ଏବେ ବି ଅସ୍ପଷ୍ଟ ନୀଳଗିରି ଏବଂ କାକଟପୁର

ଭୁବନେଶ୍ୱର: କଂଗ୍ରେସ ୬ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିସହ ସମ୍ବଲପୁର ଏବଂ ବାରିପଦା ବିଧାନସଭା ଆସନର ପ୍ରାର୍ଥୀ ବଦଳାଇଛି। ଏଆଇସିସି ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଲୋକସଭା ଆସନ ପାଇଁ ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ…

ଆଇପିଏଲ ୨୦୨୪: ବୃଦ୍ଧି ପାଉଛି ଶତକ ସଂଖ୍ୟା

ଅହମ୍ମଦାବାଦ: ଆଇପିଏଲ ୨୦୨୪ ସଂସ୍କରଣରେ ଶତକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୪୫ତମ ମୁକାବିଲା ୱିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ସହଜରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ଏଥିସହ ଚଳିତ ସଂସ୍କରଣରେ ସର୍ବାଧିକ ଶତକ ହାସଲରେ ନୂତନ ରେକର୍ଡ…

ବିଜେଡି ଶାସନରେ ଓଡ଼ିଶାର ପରିଚୟ ଓ ଭାଷା ପ୍ରତି ବିପଦ ରହିଛି: ମୋଦୀ

ଭୁବନେଶ୍ୱର: ବିଜେଡି ଶାସନରେ ଓଡ଼ିଶାର ପରିଚୟ ଓ ଭାଷା ପ୍ରତି ବିପଦ ରହିଛି । ଜନତା ଏହାକୁ ଆଉ ବରଦାସ୍ତ କରିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଗଣମାଧ୍ୟମ ନେଟଓ୍ୱର୍କ ୧୮କୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି। ଏହାପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆଜତକ…

ତୀରନ୍ଦାଜ ବିଶ୍ୱକପ: ୧୪ ବର୍ଷ ପରେ ଭାରତୀୟ ପୁରୁଷ ଟିମ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ରିକର୍ଭ ଟିମ ଅଲିମ୍ପିକ ଚାମ୍ପିୟନ ଦକ୍ଷିଣ କୋରିଆ ଟିମକୁ ପରାସ୍ତ କରି ତୀରନ୍ଦାଜ ବିଶ୍ୱକପରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଧୀରଜ ବୋମ୍ମେଦେଓରା, ତରୁଣଦୀପ ରାୟ ଓ ପ୍ରବୀଣ ଯାଦବ ଗୋଟିଏ ବି ସେଟ ହାତଛଡା କରି ନ ଥିଲେ । ୨୦୧୦ରେ ତରୁଣଦୀପ ଶାଂଘାଇ…

ରାଜ୍ୟ ସରକାରକୁ ଜେପି ନଡ୍ଡାଙ୍କ ଟାର୍ଗେଟ୍: ଓଡ଼ିଶା ବିକାଶ ପାଇଁ ସରକାର ବଦଳିବା ଦରକାର

ବ୍ରହ୍ମପୁର: ବ୍ରହ୍ମପୁର ଆମ୍ବପୁଆରେ ବିଜୟ ସଙ୍କଳ୍ପ ସମାବେଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭାରତ ମାତା କି ଜୟ ଧ୍ୱନିରୁ ସେ ନିଜର ଅଭିଭାଷଣ ଆରମ୍ଭ କରିବା ସହିତ ଭଗବାନ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇଥିଲେ। ଏଥିସହିତ ମଧୁ ବାବୁ, କୃଷ୍ଣଚନ୍ଦ୍ର ଗଜପତିଙ୍କୁ…

ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ, ବେଙ୍ଗାଲୁରର କ୍ରମାଗତ ଦ୍ୱିତୀୟ ବିଜୟ

ଅହମ୍ମଦାବାଦ: ୱିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ବଳରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ଗୁଜରାଟ ଟାଇଟାନ୍ସକୁ ୯ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପରାସ୍ତ କରିଛି । ବେଙ୍ଗାଲୁରର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ…

ମଦ୍ୟପ ଗାଡ଼ି ଚାଳକଙ୍କ ବିରୋଧରେ ଧରପଗଡ଼, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ପୋଲିସ କମିଶନର ତଥା ଭୁବନେଶ୍ବର ଡିସିପିଙ୍କ ପଦକ୍ଷେପ। ଜାରି ରହିଛି ମଦ୍ୟପ ଗାଡିଚାଳକଙ୍କ ବିରୋଧରେ ଧରପଗଡ ଅଭିଯାନ। ଗତକାଲି ରାତିରେ ମାଷ୍ଟରକ୍ଯାଣ୍ଟିନ ଛକ ଠାରେ ଧରପଗଡ ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରି…