Latest Odisha News

BREAKING NEWS

ପାହାଡ଼ରେ ଭୂସ୍ଖଳନ, ଚଳନ୍ତା ବସ୍ ଉପରେ ପଡ଼ିଲା ଭଗ୍ନାବଶେଷ, ୧୫ ଜଣଙ୍କ ମୃତ୍ୟୁ

ଶିମଲା: ହିମାଚଳପ୍ରଦେଶର ବିଳାସପୁର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ବରଠୀ ଅଞ୍ଚଳର ଭଲୁ ସେତୁ ନିକଟରେ ଭୂସ୍ଖଳନ ହୋଇଥିଲା । ଫଳରେ ଏକ ଘରୋଇ ଚଳନ୍ତା ବସ୍ ଉପରେ ଭଗ୍ନାବଶେଷ/ ବଡ ପଥର ଖସିପଡ଼ିଛି। ରିପୋର୍ଟ ଅନୁଯାୟୀ, ଏଥିରେ ୩୦ ଜଣ ଯାତ୍ରା…

ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣିବା ଘଟଣା: ଅଭିଯୁକ୍ତକୁ କାବୁ କଲା ପୋଲିସ

ପୁରୀ: ପୁରୀ କଣାସରେ ଜଘନ୍ୟ କାଣ୍ଡ । ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ । ଘଟଣାରେ ୭ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀ ବସ୍‌ରେ ଯାତ୍ରା କରୁଥିବାବେଳେ ବସ୍ ଭିତରେ ପଶି ୭ଜଣଙ୍କୁ ଅମାନୁଷିକ ଭାବେ ହାଣି ପକାଇଛି ଯୁବକ । ଖବର ପାଇ…

Nuapada bye-election: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆପଡା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଘାସିରାମ ମାଝୀଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ସୋମବାର ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପିସିସିର ରାଜନୈତିକ ବ୍ୟାପାର କମିଟିର ସର୍ବସମ୍ମତ ପ୍ରସ୍ତାବରେ…

କରନ ଜୋହର, ସୂରଜ ବଡଜାତ୍ୟାଙ୍କ ଫିଲ୍ମରେ ଅଭିନୟ କରିବେ ଆୟୂଷ୍ମାନ

ମୁମ୍ବାଇ: ଲୋକପ୍ରିୟ କଳାକାର ଆୟୂଷ୍ମାନ ଖୁରାନାଙ୍କୁ ନେଇ କରନ ଜୋହର ଓ ସୂରଜ ବଡଜାତ୍ୟା ଫିଲ୍ମ କରିବାକୁ ଯାଉଛନ୍ତି । ଏଫଆଇସିସିଆଇ ଫ୍ରେମସ ୨୦୨୫ରେ ଆୟୂଷ୍ମାନ ତାଙ୍କ ମିଳିଥିବା ଫିଲ୍ମ ଅଫର ବିଷୟରେ କହିଛନ୍ତି । ଭିକ୍କି ଡୋନର, ଦମ ଲଗା କେ ହୈଇଶା ଓ ଶୁଭ ମଙ୍ଗଳ ସିରିଜ ଫିଲ୍ମ ମାଧ୍ୟମରେ ସେ…

ହାଇୱେରେ ଡକାୟତି ଯୋଜନା ପଣ୍ଡ, ଦୁଇ ଅଭିଯୁକ୍ତକୁ କାବୁ କଲା ପୋଲିସ

ବରଗଡ଼: ହାଇୱେ ଡକାୟତି ଯୋଜନା ବେଳେ ବନ୍ଧୁକ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବରଗଡ଼ ପୋଲିସ । ଆଜି ବରଗଡ଼ ଜୀରା ନଦୀ ପୋଲ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ବନ୍ଧୁକ ସହ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା…

WhatsAppର ନୂଆ ଫିଚର୍, ବିନା ମୋବାଇ ନମ୍ୱରରେ ବି କରିପାରିବେ ଚାଟିଂ

ନୂଆଦିଲ୍ଲୀ: ହ୍ୱାଟସଅପ ଶୀଘ୍ର ଏକ ନୂଆ ଫିଚର ଆଣିବାକୁ ଯାଉଛି, ଯାହା ଦ୍ୱାରା ଜଣେ ୟୁଜର୍ସ ବିନା ମୋବାଇଲ୍ ନମ୍ବରରେ ଚାଟ୍ କରିପାରିବେ। ଏହି ନୂଆ ଅପଡେଟ୍‌ରେ ଆପଣ ନିଜର ଏକ ୟୁଜର୍ସ ନାମ (Username) ରିଜର୍ଭ କରିପାରିବେ, ଯାହା ଆପଣଙ୍କ ମୋବାଇଲ୍ ନମ୍ବର ବଦଳରେ କାମ କରିବ। ଅର୍ଥାତ୍ ଏବେ…

ବୈଜ୍ଞାନିକଙ୍କ ଆଶ୍ଚର୍ଯ୍ୟଜନକ କାରନାମା ! ଏବେ ମଣିଷ ମସ୍ତିସ୍କରେ ଚାଲିବ କମ୍ପ୍ୟୁଟର, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ: ଆପଣ ପଢ଼ିଲେ ହୁଏତ କୌଣସି ସାୟେନ୍ସ-ଫିକ୍ସନ ଚଳଚ୍ଚିତ୍ର ଭଳି ଲାଗୁଥାଏ ପାରେ, କିନ୍ତୁ ଏବେ ଏହା ବାସ୍ତବତାରେ ପରିଣତ ହେଉଛି। ବିଶ୍ୱର କିଛି ବୈଜ୍ଞାନିକ ଏପରି କମ୍ପ୍ୟୁଟର ତିଆରି କରିବା ଦିଗରେ କାମ କରୁଛନ୍ତି, ଯାହା ଜୀବନ୍ତ କୋଷ (Living Cells) ଦ୍ୱାରା ଚାଲିପାରିବ। ଏହାକୁ…

Internet Service: କଟକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା, ଫେରୁଛି ସ୍ୱାଭାବିକ ସ୍ଥିତି

କଟକ: କଟକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା । ୪୮ ଘଣ୍ଟା ଧରି ବନ୍ଦ ଥିଲା ଇଣ୍ଟରନେଟ। ସନ୍ଧ୍ୟା ୭ଟା ରୁ ପୁଣି ଇଣ୍ଟରନେଟ ସେବା ଆରମ୍ଭ ହୋଇଛି କଟକ ସହରରେ। କଟକରେ ଲାଗି ରହିଥିବା ଉତ୍ତେଜନା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା। କର୍ଫ୍ୟୁ ଆଜି ଦିନ ୧୦ଟାରୁ ହଟି ସାରିଥିବା ବେଳେ ଆଜି…

ବିହାର ପାଇଁ ବିଜେପିର ସୁପର୍‌ ପ୍ଲାନ, ନିର୍ବାଚନ ଲଢ଼ିବେ ତିନି ସାଂସଦ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ୨୦୨୫ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏକ ବଡ଼ ରଣନୀତି କରିଛି। ଏହା ଏକ ଏମିତି ରଣନୀତି ଯେଉଁଥିରେ ଦଳ କେବଳ ସ୍ଥାନୀୟ ନେତାମାନଙ୍କ ଉପରେ ନିର୍ଭର ରହିବାକୁ ଚାହୁଁନାହି, ବରଂ ନିଜର ତିନି ସାଂସଦଙ୍କୁ ବିଧାନସଭା ନିର୍ବାଚନରେ ମୈଦାନରେ…

ସଞ୍ଜୁ ସାମସନଙ୍କ ପ୍ରତି ହେଉ ନାହିଁ ତ ଅନ୍ୟାୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ସଞ୍ଜୁ ସାମସନ ଜଣେ ଉଦୀୟମାନ ତାରକା । ୧୯ ବର୍ଷରୁ କମ ବିଶ୍ୱକପରୁ ଏ ପର୍ଯ୍ୟନ୍ତ ସେ ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । ତେବେ ଟିମ ଇଣ୍ଡିଆରେ ତାଙ୍କୁ ଉପଯୁକ୍ତ ସୁଯୋଗ ମିଳୁନି । ଯାହାକୁ ନେଇ କ୍ୟାରିୟରର ଦୋ ଛକିରେ ସଞ୍ଜୁ…