ସରିଲା ରିମାଣ୍ଡ, ବିଚାର ବିଭାଗୀୟ ହାଜତକୁ ଗଲେ କେ. କବିତା
ନୂଆଦିଲ୍ଲୀ: ଶେଷ ହେଲା ରିମାଣ୍ଡ ଅବଧି । ଜେଲ୍ ଗଲେ ବିଆରଏସ ନେତ୍ରୀ କେ. କବିତା । ଦିଲ୍ଲୀର ଏକ କୋର୍ଟ ଭାରତ ରାଷ୍ଟ୍ର ସମିତି ନେତ୍ରୀ ତଥା ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କୁ ଏପ୍ରିଲ ୯ ତାରିଖ ଯାଏଁ ଜେଲ୍କୁ ପଠାଇ ଦେଇଛନ୍ତି । ଏପ୍ରିଲ ୧ ତାରିଖରେ…