୯ ଲକ୍ଷ ବଜେଟ୍, ୪୦ ଲକ୍ଷ ରୋଜଗାର: ରାମାନନ୍ଦ ସାଗରଙ୍କ ‘ରାମାୟଣ’ କିପରି ରଚିଥିଲା ଅର୍ଥନୈତିକ ଇତିହାସ
ନୂଆଦିଲ୍ଲୀ: ଭାରତୀୟ ଟେଲିଭିଜନ ଇତିହାସରେ ସର୍ବାଧିକ ଲୋକପ୍ରିୟ ଧାରାବାହିକ କଥା ଉଠିଲେ, ରାମାନନ୍ଦ ସାଗରଙ୍କ 'ରାମାୟଣ'ର ନାମ ସର୍ବାଗ୍ରେ ଆସିଥାଏ । ୧୯୮୭ ମସିହାରେ ଦୂରଦର୍ଶନରେ ପ୍ରସାରିତ ହେଉଥିବା ଏହି ପୌରାଣିକ ଧାରାବାହିକ କେବଳ ଭାରତୀୟଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ନଥିଲା, ବରଂ…