Cuttack Bali Yatra: ବାଲିଯାତ୍ରା ଗ୍ରାଉଣ୍ଡ୍ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା
କଟକ: କଟକ ବାଲିଯାତ୍ରା ଗ୍ରାଉଣ୍ଡକୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କଟକ ଜିଲ୍ଲାପାଳ । ନଭେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ଏହି କଟକଣା ରହିବ। ବାଲିଯାତ୍ରା ଗ୍ରାଉଣ୍ଡ୍ର ୫ କିମି ପରିଧି ପାଇଁ କଟକଣା ଜାରି ହୋଇଛି।
ସେହିପରି ପାରା ଗ୍ଲାଇଡର୍ସ, ପାରା…