Latest Odisha News

ଟଳିଲା ବଡ ଅଘଟଣ; ନକ୍ସଲ ଖଞ୍ଜିଥିବା ୩ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

ମାଲକାନଗିରି: ସୁରକ୍ଷାକର୍ମୀଙ୍କ ଉଦ୍ଦେଶ୍ୟରେ ଖଞ୍ଜାଯାଇଥିବା ୩ଟି ଆଇଇଡି ବୋମାକୁ ନିଷ୍କ୍ରିୟ କରାଯାଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ନାରାୟଣପୁର ଜିଲ୍ଲା ଛୋଟେଡୋଙ୍ଗର ଥାନା ଅଞ୍ଚଳର ସମ୍ବେଦନଶୀଳ ତୋୟାମେଟା ଏବଂ ପଢିବେଦା ଜଙ୍ଗଲରେ ନକ୍ସଲଙ୍କ ଦ୍ବାରା ଖଞ୍ଜାଯାଇଥିବା…

କ୍ରିକେଟ ପ୍ରେମୀଙ୍କ କ୍ରେଜ, ଟିକେଟ ପାଇଁ ରାତିରୁ ଲାଗିଛି ଲମ୍ବା ଲାଇନ

କଟକ : ରାତିରୁ ଲାଗିଛି ଲମ୍ବା ଲାଇନ । ଶୀତ ରାତିର ଉଜାଗର ରହି ଅପେକ୍ଷା ଟିକେଟ କୁ , କଟକ ବାରବାଟୀ ଷ୍ଟାଡିୟମ୍ ବାହାରେ ଦେଖିବାକୁ ମିଳିଛି କ୍ରିକେଟ ପ୍ରେମୀ ଙ୍କ କ୍ରେଜ୍। ରାତି ଯେତେ ବଢୁଥିଲା ଲୋକ ଙ୍କ ସଂଖ୍ୟା କମିବା ବଦଳ ରେ ଅଧିକ ଅଧିକ ବଢୁଥିଲା। ଆସନ୍ତା ଡିସେମ୍ବର ୯ ତାରିଖରେ

Air Pollution: ଗର୍ଭବତୀ ମହିଳାମାନେ ବାୟୁ ପ୍ରଦୂଷଣରୁ ନିଜକୁ କିପରି ରକ୍ଷା କରିବେ?

ଭୁବନେଶ୍ବର:ବାୟୁ ପ୍ରଦୂଷଣ ଗର୍ଭବତୀ ମହିଳା ଏବଂ ସେମାନଙ୍କ ଗର୍ଭସ୍ଥ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ବିପଦ ପକାଏ । ବାୟୁରେ ଥିବା ବିଷାକ୍ତ ଗ୍ୟାସ୍ ଏବଂ ରାସାୟନିକ ପଦାର୍ଥ ଶରୀରରେ ଏପରି ପରିବର୍ତ୍ତନ ଆଣିଥାଏ ଯାହା ଗର୍ଭଧାରଣକୁ ଜଟିଳ କରିପାରେ ଏବଂ ଭ୍ରୁଣର ବିକାଶକୁ ଗୁରୁତର ଭାବରେ ବାଧା…

Weather Updat: ରାଜ୍ୟରେ ପୁଣି ତାପମାତ୍ରା ହ୍ରାସ, ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟରେ ପାରଦ ଖସୁଛି । ଫଳରେ ଶୀତର ପ୍ରକୋପ ବଢିବ । ରାତି ତାପମାତ୍ରା ୨ଦିନ ଭିତରେ ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ । ପୁଣି ଥରେ ରାଜ୍ୟକୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଆରମ୍ଭ ହୋଇଛି । ଯାହା ଫଳରେ ରାଜ୍ୟର ଅନେକ ସ୍ଥାନରେ ଶୀତ ବଢ଼ିବା ସହ…

ଡିସେମ୍ବର ୬ରୁ ରାଜ୍ୟ ପୁସ୍ତକ ମହୋତ୍ସବ; ନିର୍ମାଣ ହେବ ୫୫୦ଟି ଷ୍ଟଲ, ଭାଗନେବେ ପ୍ରାୟ…

ଭୁବନେଶ୍ୱର: ଡିସେମ୍ବର ୬ ତାରିଖରୁ ଭୁବନେଶ୍ୱର ସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ । ଏହା ଆସନ୍ତା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ପୁସ୍ତକ…

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଗିରଫ

ଭୁବନେଶ୍ଵର: ବହିଷ୍କାର ପରେ ଗିରଫ ହେଲେ ସଙ୍ଗୀତ ମ‌ହାବିଦ୍ୟାଳୟ ଅଭିଯୁକ୍ତ ଅଧ୍ୟାପକ ଶତୃଘ୍ନ ସାମଲ । ଛାତ୍ରୀ ଅସଦାଚରଣ ଅଭିଯୋଗରେ ବହିଷ୍କାର ପରେ ଗିରଫ ହେଲେ ସଙ୍ଗୀତ ମ‌ହାବିଦ୍ୟାଳୟ ଅଧ୍ୟାପକ ଶତୃଘ୍ନ ସାମଲ । ଏବେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛି ଖାରବେଳ ନଗର ଥାନା ପୋଲିସ ।…

କେମିତି କରବେ E-Fasting …?

ଭୁବନେଶ୍ବର: ଆମ ପାଇଁ ଏବେ ବହୁତ ଜରୁରୀ ହୋଇ ପଡିଛି ଇ ଫାଷ୍ଟିଂ । ଜାଣିଛନ୍ତି କି ଏହା ଆମ ସ୍ବାସ୍ଥ୍ୟକୁ ବେଶ୍ ପ୍ରଭାବିତ କରିଥାଏ । ଏହି ଇ-ଫାଷ୍ଟିଂ" ଅର୍ଥ ହେଉଛି ଇଲେକ୍ଟ୍ରୋନିକ୍ ଫାଷ୍ଟିଂ। ଆପଣ ହୁଏତ ଏହି ଶବ୍ଦଟି ପୂର୍ବରୁ ଶୁଣିଥିବେ। ଇ-ଫାଷ୍ଟିଂ ଡିଜିଟାଲ ଡିଟକ୍ସର ଏକ ରୂପ । ଏଥିରେ…

୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ…

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ସ୍ଥିତ ଡାଲମିଆ ଭାରତ ଗୋପିଚାନ୍ଦ ବ୍ୟାଡ଼ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ)ରେ ଆୟୋଜିତ ୩୭ତମ ଜାତୀୟ ସବ ଜୁନିୟର ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍‌ର ଚତୁର୍ଥ ଦିନରେ ଉଭୟ ବୟସ ବର୍ଗରେ ସମସ୍ତ ବିଭାଗର ସେମିଫାଇନାଲ ଲାଇନ ଚୂଡାନ୍ତ ହୋଇଯାଇଛି।…

ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ

ମୁମ୍ବାଇ: ୟଶ ରାଜ ଫିଲ୍ମସର ବ୍ଲକବଷ୍ଟର ଫିଲ୍ମ "ଦିଲୱାଲେ ଦୁଲହାନିଆ ଲେ ଜାଏଙ୍ଗେ'ର ୩୦ ବର୍ଷ ପୂରଣ ଅବସରରେ ଗୁରୁବାର ଦିନ ଲିସେଷ୍ଟର ସ୍କୋୟାରରେ ଶାହରୁଖ ଖାନଙ୍କ ସିଗ୍ନେଚର ପୋଜର ଏକ ପ୍ରତିମା ଉନ୍ମୋଚିତ ହୋଇଛି। ଏହି ଅବସରରେ ୟଶ ରାଜ ଫିଲ୍ମସର ସିଇଓ ଅକ୍ଷୟ ବିଧାନୀ ଏବଂ ହାର୍ଟ ଅଫ୍…

ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ

ଭୁବନେଶ୍ୱର: ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ୧୦୦ ଦିନିଆ ସଘନ ସଚେତନତା ଅଭିଯାନ ଆରମ୍ଭ କରିଛି। ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ପ୍ରଥମ ବାର୍ଷିକୀ ଅବସରରେ ଏହି ଅଭିଯାନ ଆରମ୍ଭ କରାଯାଇଛି । କେନ୍ଦ୍ର…