Latest Odisha News

BREAKING NEWS

ବଙ୍ଗଳାର ୩୨ ହଜାର ଶିକ୍ଷକଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି: ବିରୋଧ କରୁଛି ବିଜେପି

କୋଲକାତା:  ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ ଖୁସି ଖବର। ଏଣିକି ପଶ୍ଚିମବଙ୍ଗର ପ୍ରାଥମିକ ବିଦ୍ୟାଳୟରେ ୩୨ ହଜାର ଶିକ୍ଷକଙ୍କ ଚାକିରି ବଜାୟ ରହିବ। କଲିକତା ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଏକକ ବେଞ୍ଚ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛି। କିନ୍ତୁ ଏବେ ବି ଚିନ୍ତା ଟିଳିନି। କାରଣ…

Naxal Encounter: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ମାଓବାଦୀ ନିହତ;ଜଣେ ଯବାନ ସହିଦ, ଆଉ ଜଣେ ଆହତ

ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏନକାଉଣ୍ଟରରେ ପାଞ୍ଚ ଜଣ ମାଓବାଦୀ ନିହତ। ଏହି ଏନକାଉଣ୍ଟରରେ ଜଣେ ଜିଲ୍ଲା ରିଜର୍ଭ ଗାର୍ଡ (DRG) ଯବାନ ମଧ୍ୟ ସହିଦ ହୋଇଛନ୍ତି। ବିଜାପୁର ଏବଂ ଦାନ୍ତେୱାଡା ସୀମାରେ ନକ୍ସଲ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ରହିଛି । ଉଭୟ…

ଚର୍ଚ୍ଚାରେ ବେଲଜିୟମର କୁନି ଆଇନଷ୍ଟେଇନ

ନୂଆଦିଲ୍ଲୀ: ବେଲଜିୟମର ୧୫ ବର୍ଷୀୟ ଲରେଂଟ ସିମନ୍ସ ଏବେ ଚର୍ଚ୍ଚାରେ । ମାତ୍ର ୧୫ ବର୍ଷ ବୟସରେ କ୍ୱାଂଟମ ଫିଜିକ୍ସରେ ସେ ପିଏଚଡି କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଏଂଟର୍ପ ବିଶ୍ୱବିଦ୍ୟାଳୟରେ ସେ ତାଙ୍କର ଡକ୍ଟେରେଟ ଥେସିସି ଜମା କରିବା ପରେ ସେ ବିଶ୍ୱର ସର୍ବକନିଷ୍ଠ ଛାତ୍ର ଭାବେ…

ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିକୁ ମଞ୍ଜୁରୀ ଦେଲା ଋଷ

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ନେଇ ଚର୍ଚ୍ଚା ଜୋର ଧରିଛି। ବ୍ଲାଦିମିର ପୁଟିନ୍ ଦୁଇ ଦିବସୀୟ ଯାତ୍ରାରେ ଗୁରୁବାର ଭାରତ ଆସୁଛନ୍ତି। କିନ୍ତୁ ପୁଟିନ ଆସିବା ପୂର୍ବରୁ ଋଷ ସଂସଦ ବା ଡୁମା ଭାରତ ସହ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତିକୁ ମଞ୍ଜୁରୀ ଦେଇଛି। ଏହି ପ୍ରତିରକ୍ଷା…

Bomb threat emails: ଏହି ବିଶ୍ୱବିଦ୍ୟାଳୟର ଦୁଇଟି କଲେଜକୁ ବୋମା ଧମକ, ସୁରକ୍ଷା ଏଜେନ୍ସି ସଜାଗ

ନୂଆଦିଲ୍ଲୀ:ଜାତୀୟ ରାଜଧାନୀରେ ପୁଣି ଥରେ ବୋମା ଧମକ ମିଳିଛି। ବୁଧବାର ସକାଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୁଇଟି କଲେଜ ରାମଜସ କଲେଜ ଏବଂ ଦେଶବନ୍ଧୁ କଲେଜକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଥିଲା। ଇମେଲ ରେ କୁହାଯାଇଥିଲା ଯେ, ସେମାନେ ଦିନ ୧:୧୫ ରେ ବୋମା ବିସ୍ଫୋରଣ କରିବେ। ଧମକ ପରେ ଉଭୟ…

CHSE +2exam: +୨ ପରୀକ୍ଷା ପାଇଁ ତାରିଖ ଘୋଷଣା; ଫେବୃୟାରୀ୧୮ରୁ ଥିଓରି, ପ୍ରାକ୍ଟିକାଲ ଜାନୁଆରୀ…

ଭୁବନେଶ୍ବର: ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ସୂଚୀ । ଆସନ୍ତା ଫେବୃୟାରୀ ୧୮ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ। ମାର୍ଚ୍ଚ ୨୧ରେ ସରିବ ପରୀକ୍ଷା। ପରୀକ୍ଷା ତାରିଖ ଘୋଷଣା କଲେ CHSE ଅଧ୍ୟକ୍ଷ । ଚଳିତ ବର୍ଷ ରାଜ୍ୟବ୍ୟାପୀ ୩୦ଟି ଜିଲ୍ଲାରେ ୧୩୫୦ ପରୀକ୍ଷା କେନ୍ଦ୍ର ହୋଇଛି। ଏଥର ମୋଟ ୪ ଲକ୍ଷ ୭…

ଛାଡପତ୍ର ପରେ ମହିଳାମାନେ ଫେରି ପାଇବେ ଯୌତୁକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଛାଡପତ୍ର ପରେ ମହିଳାମାନେ ଫେରି ପାଇବେ ଦେଇଥିବା ଯୌତୁକ। ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଛାଡପତ୍ର ଏବଂ ଯୌତୁକ ଉପରେ ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ଜଣେ ଛାଡପତ୍ରପ୍ରାପ୍ତ ମୁସଲିମ ମହିଳା ବିବାହ ସମୟରେ ତାଙ୍କ ସ୍ବାମୀଙ୍କ ଘରକୁ ନେଇଥିବା ଯୌତୁକ ଯଥା-…

ଅଭ୍ୟାସ ଆରମ୍ଭ କଲେ ଶୁଭମନ ଗିଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ବେଙ୍ଗାଲୁର ସ୍ଥିତ ସେଂଟର ଅଫ ଏକ୍ସିଲେନ୍ସିରେ ଅଭ୍ୟାସ ଆରମ୍ଭ କରିଛନ୍ତି । ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପୂର୍ବରୁ ଫିଟ ହେବାକୁ ଚାହୁଁଛନ୍ତି । ଡିସେମ୍ବର ୫ରେ ତାଙ୍କ ଫଟନେସ ଯାଂଚ କରାଯିବ । ଯଦି ସବୁ କିଛି ଠିକଠାକ…

ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ହେବାକୁ ବଲିଉଡ ଅଭିନେତ୍ରୀ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ..

ଭୁବନେଶ୍ୱର: ଓଡ଼ିଶା ହସ୍ତତନ୍ତର ଚାହିଦାକୁ ଆନ୍ତର୍ଜାତୀୟ ବଜାରରେ ବ୍ୟାପକ କରିବା ପାଇଁ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି । ଏହି ନିଯୁକ୍ତି ପାଇଁ ମାଧୁରୀଙ୍କୁ ରାଜ୍ୟ ରାଜକୋଷରୁ ୧ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ…