Latest Odisha News

BREAKING NEWS

ସୌକିନ ଜୀବନ ପାଇଁ ଠକେଇ: ନିଜକୁ IAS ଅଫିସର କହି ହତାଉଥିଲା ବ୍ରାଣ୍ଡେଡ ଜିନିଷ

ଭୁବନେଶ୍ୱର: ଆଇଏଏସ୍ ଅଫିସର ସାଜି ଚଲାଇଥିଲା ଲୁଟପାଟ। ବାବୁଙ୍କର ନିଶା ହେଉଛି ବ୍ରାଣ୍ଡେଡ ଜିନିଷ ହାତେଇବା। ନିଜକୁ ଆଇଏଏସ ଅଫିସର ପରିଚୟ ଦେଇ ଦାମୀ ଚଷମା କିଣୁଥିଲା। ଶେଷରେ ପୋଲିସ ଜାଲରେ ପଡ଼ିଲା ଠକ। ଦାମୀ ଚଷମା କିଣି ଟଙ୍କା ନଦେବା ନକଲି ସବ୍ କଲେକ୍ଟରକୁ ମାହାଙ୍ଗା ପଡ଼ିଛି। ନକଲି ସବ…

EAM Jaishankar visits South Korea:ଭାରତ-ଦକ୍ଷିଣ କୋରିଆ ସମ୍ପର୍କରେ ଏକ ନୂତନ ଯୁଗ ଆରମ୍ଭ: ବୈଦେଶିକ ମନ୍ତ୍ରୀ ଏସ.…

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଜୁନ୍ ୨୪-୨୫ରେ ଦକ୍ଷିଣ କୋରିଆକୁ ଏକ ସରକାରୀ ଗସ୍ତ କରିଥିଲେ। ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ ଚୋ ହ୍ୟୁନଙ୍କ ନିମନ୍ତ୍ରଣରେ ଏହି ଗସ୍ତ ହୋଇଥିଲା। ସିଓଲରେ ଦୁଇ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା, ଏହି…

ଟଳିଗଲା କି ବିଜେଡି ସଂକଟ? କାଲି ଆସିନଥିଲେ, ଆଜି ସୁଜାତାଙ୍କୁ ଭେଟିଲେ ବବି ଦାସ

ଭୁବନେଶ୍ୱର: ଶଙ୍ଖ ଭବନରେ ବବି ଦାସ-ସୁଜାତା କାର୍ତ୍ତିକେୟନଙ୍କ ବୈଠକ। କାଲି ସୁଜାତାଙ୍କ ଯୋଗଦାନ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ବବି। ଯାହାକୁ ନେଇ ବିଜେଡି ରାଜନୀତିରେ ପୁଣି ଆରମ୍ଭ ହୋଇଥିଲା ଚର୍ଚ୍ଚା। ସୁଜାତାଙ୍କ ବିଜେଡିରେ ସାମିଲ ଉତ୍ସବକୁ ବିଜେଡି ନେତା ବବି ଦାସ, ବଦ୍ରି ନାରାୟଣ…

ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ଅଭିଯୋଗରେ ଆଉ ଜଣେ ଗିରଫ

କେନ୍ଦୁଝର: ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ। କେନ୍ଦୁଝର ଜିଲ୍ଲାରୁ ଜଣେ ଠିକାଦାରଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି। ପୂର୍ବରୁ ଯାଜପୁର ଜିଲ୍ଲାରେ LED ଲାଇଟ୍ ଲଗାଯିବା ସ୍କାମ୍ ମାମଲାରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଚାଲିଥିଲା। ଏଠାରେ ୬ ଜଣ…

ପରକୀୟା ପ୍ରୀତି ଧରାପଡ଼ିବା ଭୟରେ ରଚିଥିଲେ ନାଟକ; ସ୍ୱାମୀର ମୋବାଇଲ୍ ଲୁଟ୍ ପାଇଁ ସ୍ତ୍ରୀର ଷଡ଼ଯନ୍ତ୍ର

ଭୁବନେଶ୍ବର: ମୋବାଇଲ୍ ଚୋରି ପାଇଁ ସୁପାରୀ ପ୍ଲାନ। ସ୍ୱାମୀର ମୋବାଇଲ୍ ଲୁଟ୍ ପାଇଁ ସ୍ତ୍ରୀର ଷଡ଼ଯନ୍ତ୍ର। ସ୍ୱାମୀର ସହଯୋଗୀକୁ ସୁପାରୀ ଦେଇ ଅଡୁଆରେ ସ୍ତ୍ରୀ। ଧରାପଡିଛି ମୋବାଇଲ୍ ଚୋର ଆଉ ଧରାପଡିଛି ଚୋରି ପଛର ଷଡ଼ଯନ୍ତ୍ର। ପରକୀୟା ପ୍ରୀତି ଧରା ପଡ଼ିଯିବା ଭୟରେ ମୋବାଇଲରେ ଥିବା ଫଟୋ ଓ ଅଡ଼ିଓ…

ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲା ସ୍କୁଲ ବହି ତ୍ରୁଟି ପାଇଁ ଗଠିତ କମିଟି, ୬ ସହକାରୀ ନିର୍ଦ୍ଦେଶକ ନିଲମ୍ବିତ

ଭୁବନେଶ୍ୱର: ସ୍କୁଲ ବହି ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛି । କମିଟିର ସୁପାରିଶ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ନିଷ୍ପତି ଅନୁଯାୟୀ ଶିକ୍ଷକ…

Weak Monsoon: ତେଲ ଚିନ୍ତା ସରୁ ସରୁ, ଘାରିଲାଣି ମରୁଡି ଆଶଙ୍କା! ଭାରତର ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ ଦୁର୍ବଳ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଶାନ୍ତି ପରେ ଅଶୋଧିତ ତୈଳ ସଙ୍କଟ କିଛିଟା ହ୍ରାସ ପାଇଛି ଏବଂ ମୂଲ୍ୟ ହ୍ରାସ ଯୋଗୁଁ ମୁଦ୍ରାସ୍ଫୀତି ଚାପ ହ୍ରାସ ପାଇଛି । ତଥାପି ଭାରତର ଅର୍ଥନୀତି ପାଇଁ ଏକ ନୂଆ ମୁଣ୍ଡବିନ୍ଧାର କାରଣ ଉଭା ହୋଇଛି। ଏକ ଦୁର୍ବଳ ମୌସୁମୀ ଭାରତ ପାଇଁ ପରବର୍ତ୍ତୀ ମୁଦ୍ରାସ୍ଫୀତି…

Congress Target To CM: ବିଜେଡି ପରେ ବହି ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ କଟାକ୍ଷ କଲା…

ଭୁବନେଶ୍ବର: ଓଡ଼ିଆ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟକୁ ବିଜେଡି ପରେ ଟାର୍ଗେଟ କରିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ, ଭଲ କଥା ବହି ତ୍ରୁଟି ପଛରେ ଷଡ଼ଯନ୍ତ୍ର ହେଇଛି ବୋଲି ମୁଖ୍ୟମନ୍ତ୍ରୀ ମାନିଲେ ।…

Basare Lekhaka: ଜୁଲାଇରେ ଆୟୋଜିତ ହେବ ରାଜ୍ୟର ପ୍ରଥମ ରାଇଟର୍‌ ଇନ୍‌ ରେସିଡେନ୍ସ କାର୍ଯ୍ୟକ୍ରମ ‘ବସାରେ…

ଭୁବନେଶ୍ବର: ୨୧ ବର୍ଷରେ ପଦାର୍ପଣ କରିବାକୁ ଯାଉଛି ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ । ଏହି ଅବସରରେ ଜୁଲାଇ ମାସରେ ଆୟୋଜିତ ହେବ ରାଜ୍ୟର ପ୍ରଥମ ରାଇଟର୍‌ ଇନ୍‌ ରେସିଡେନ୍ସ କାର୍ଯ୍ୟକ୍ରମ 'ବସାରେ ଲେଖକ'। ନୂଆ ଲେଖକ ନିର୍ମାଣ ଲକ୍ଷ୍ୟରେ ହେଉଥିବା ଏହି କର୍ମଶାଳାରେ…

ମଜଭୁତ ହେବ ‘ଓଡ଼ିଶା ଜନତା କଂଗ୍ରେସ’ର ସଙ୍ଗଠନ, ରାଜ୍ୟ କମିଟି ଘୋଷଣା…

ଭୁବନେଶ୍ବର: ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ପ୍ରଥମ ରାଜ୍ୟ କମିଟି ଘୋଷଣା କରାଯାଇଛି । ଓଜେସି ସଭାପତି ମହମ୍ମଦ ମୋକିମଙ୍କ ଅନୁମୋଦନ କ୍ରମେ ଓଜେସିର ଏକ ୨୬ ଜଣିଆ ରାଜ୍ୟ କମିଟି ଘୋଷଣା ହୋଇଛି । ଉକ୍ତ କମିଟିରେ ୬ ଜଣ ରାଜ୍ୟ ଉପସଭାପତି, ୧୦ଜଣ ସାଧାରଣ ସମ୍ପାଦକ ଏବଂ ୧୦ ଜଣ ସମ୍ପାଦକ…