BLO Pramila Ojha: ଦେଶଭକ୍ତି ଓ ସେବା ମନୋଭାବର ଅନନ୍ୟ ଉଦାହରଣ ସାଜିଲେ ବିଏଲଓ ପ୍ରମିଳା ଓଝା
ଭୁବନେଶ୍ୱର: ଭୟଙ୍କର ବଜ୍ରପାତ ବି ଅଟକାଇ ପାରିଲାନି କର୍ତ୍ତବ୍ୟର ପଥ । ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲଓ ପ୍ରମିଳା ଓଝା । କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୧୮୭ର ବୁଥ ସ୍ତରୀୟ ଅଧିକାରୀ ଶ୍ରୀମତୀ ପ୍ରମିଳା ଓଝା । ରାଜ୍ୟରେ ଚାଲିଥିବା…