୨୦୧୯ ନିର୍ବାଚନ : ବିକଳ୍ପ ରାଜନୀତିର ବାଟ ଶେଷ
ଭୁବନେଶ୍ୱର : ରାଜନୀତିର ରୂପ, ରଙ୍ଗ ପ୍ରତିମୁହୂର୍ତ୍ତରେ ବଦଳୁଛି । ଏଠାରେ ଭବିଷ୍ୟତ ନେଇ ସମସ୍ତ ଆକଳନ ଭୁଲସାବ୍ୟସ୍ତ ହୋଇଛି । ଯେଉଁ ନେତାମାନେ ରାଜନୀତିର ମୋଡ଼ ବଦଳେଇବାକୁ ଆଗେଇ ଆସିଥିଲେ, ଆଜି ସେଇ ନେତାମାନେ ନିଜ ମୋଡ଼ ବଦଳାଇ ଦେଇଛନ୍ତି । ସେମାନଙ୍କୁ ନେଇ ଲୋକେ ଦେଖିଥିବା ସ୍ୱପ୍ନ ବି…