ଅହିରାଜ ମଥାରେ ଚୁମ୍ବନ ଦେଉଥିଲେ ଯୁବକ, ଆଉ ତା’ପରେ…
ନାଗ ସହିତ ନଖରାମି ! ଦୁଃସାହସ ନା ପାଗଳାମି ? କ’ଣ କୁହାଯିବ ? ଯାହା ବି ହେଉଏ ଅହିରାଜ ମଥାରେ ଚୁମ୍ବନ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଯେତେବେଳେ ଆମେ ସାପର କଥା ଶୁଣିଥାଉ, ସାଧାରଣତଃ ଭୟଭୀତ ହେବାଟା ସ୍ୱାଭାବିକ । କିନ୍ତୁ, କିଛି ସାହସୀ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ସେମିତି ଭୟ…