ଭୁଶୁଡି ପଡିଲା ନିର୍ମାଣାଧୀନ କଲଭର୍ଟ: ୪ ଶିଶୁଙ୍କ ସମେତ ଚାଲିଗଲା ୫ଜଣଙ୍କ ଜୀବନ
ରାୟଗଡା:ଭୁଶୁଡି ପଡିଲା ନିର୍ମାଣାଧୀନ କଲର୍ଭଟ । ଚାଲିଗଲା ୫ ଜୀବନ । ଏପରି ହୃଦୟ ବିଦାରକ ଘଟିଛି ରାୟଗଡା ଜିଲ୍ଲାରେ । ମୃତ ୫ ଜଣଙ୍କ ମଧ୍ୟରୁ ୪ ଜଣ ଶିଶୁ ଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁସାରେ, କଲ୍ୟାଣସିଂହପୁର ଉପରସାଜା ନିକଟରେ ଏକ କଲଭର୍ଟର ନିର୍ମାଣ କାମ ଚାଲିଥିଲା । ଆଜି…