ଓଡ଼ିଶାରେ ଘନ କୁହୁଡ଼ି, ଜନଜୀବନ ଅସ୍ତବ୍ୟସ୍ତ
ଭୁବନେଶ୍ୱର: ମଙ୍ଗଳବାର ସକାଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନରୁ ଅତି ଘନ କୁହୁଡ଼ି ଯୋଗୁଁ ଜନଜୀବନ ବ୍ୟାପକ ବାଧାପ୍ରାପ୍ତ ହୋଇଛି। ସମଗ୍ର ରାଜ୍ୟରେ ଶୀତ ଲହରୀ କମିବାରେ ଲାଗିଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଛି।
ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ,…