Latest Odisha News

BREAKING NEWS

ଗୁଗଲ ଟପ୍ ସର୍ଚ୍ଚରେ କେଉଁ ଅଭିନେତ୍ରୀ, ଜାଣନ୍ତୁ

ମୁମ୍ବାଇ: ୨୦୨୩ ସରିବାକୁ ଆଉ ମାତ୍ର କିଛିଟା ଦିନ ବାକି ରହିଛି । ଚଳିତବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବେଶ୍ ସଫଳତା ମିଳିଛି । କହିବାକୁ ଗଲେ ଆଜିକାଲିର ଦୁନିଆ ପାଲଟିଛି ଗୁଗଲର ଦୁନିଆ  । ଆମେ କିଛି ଅଜଣା ଜିନିଷ ଖୋଜିବାକୁ ଚାହିଁଲେ ସଙ୍ଗେସଙ୍ଗେ ଗୁଗଲର ସାହାର୍ଯ୍ୟ ନେଇଥାଉ  । ଲୋକପ୍ରିୟ…

ରାଜ୍ୟରେ ବଢୁଛି ଶୀତ, ଦାରିଙ୍ଗବାଡ଼ି ଓ କେନ୍ଦୁଝର ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ପାରଦ । ଶୀତ ଋତୁ ଆରମ୍ଭ ହେବାର ଦୀର୍ଘ ଦିନ ପରେ ବୃଦ୍ଧି ପାଇଛି ଶୀତର ପ୍ରକୋପ । ଭୋର ସମୟରେ ଚାରିଆଡେ ଲାଗି ରହୁଛି ଘନ କୁହୁଡି । ପ୍ରବଳ ଶୀତ ଯୋଗୁଁ ଲୋକେ ସ୍ଥାନେ ସ୍ଥାନେ ନିଆଁ ଲଗାଇ ଉପଶମ ଲାଭ କରୁଥିବା ଦେଖିବାକୁ ମିଳିଛି । ଆଉ ଶୀତ ବଢିବା ସହ ପାର୍କ ଓ…

ଭଲ ନାଚିଲେ ମିଳିବ କନିଆ : ଏଠି ପୁଅ ନୁହେଁ , ଝିଅ ବାଛେ ନିଜ ବର

ନୂଆଦିଲ୍ଲୀ: ବାହାଘରକୁ ନେଇ ବିଭିନ୍ନ ଦେଶରେ ରହିଛି ଭିନ୍ନ ପରମ୍ପରା  । ସାଧାରଣତଃ ବାହାଘର ସମୟରେ ବରପକ୍ଷ ଲୋକ ଯେତେବେଳେ କନ୍ୟା ଦେଖିବାକୁ ଆସନ୍ତି । ସେତେବେଳେ କନିଆ ଜଣଙ୍କ ସଜବାଜ ହୋଇ ବର ଅପେକ୍ଷାରେ ବସିଥାଏ । ବର ଏବଂ ତାଙ୍କ ଘର ଲୋକ ଆସିବେ , ଆଉ କନ୍ୟାକୁ ଦେଖି ପସନ୍ଦ କରିବେ । ତା…

ବୋରଓ୍ୱଲରୁ ନବଜାତ ଶିଶୁ ଉଦ୍ଧାର ପରେ ବୁର୍ଲାରେ ଚାଲିଛି ଚିକିତ୍ସା

ସମ୍ବଲପୁର: ଦୀର୍ଘ ୭ ଘଣ୍ଟାର କସରତ ପରେ ବୋରଓ୍ବେଲରୁ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ନବଜାତ ଶିଶୁ କୁ ବୁର୍ଲା ରେ ଭର୍ତ୍ତି କରାଯାଇଛି । ମେଡିକାଲରେ ଶିଶୁ ଟିର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ଡାକ୍ତର । ତେବେ ଉଦ୍ଧାର ହୋଇଥିବା ନବଜାତ ଟି ଶିଶୁ କନ୍ୟା ବୋଲି ଜଣାପଡିଛି ।…

ଶୀତଦିନେ ନିହାତି ଖାଆନ୍ତୁ , ଫିଟ୍ ରୁହନ୍ତୁ

ନୂଆଦିଲ୍ଲୀ : ସାଧାରଣତଃ ଶୀତଦିନେ ଆମେ ବିଭିନ୍ନ ଉପାୟରେ ଆମ ସ୍ବାସ୍ଥ୍ୟର ଯତ୍ନ ନେଇଥାଉ  । କିଏ ସକାଳୁ ଉଠି ବ୍ୟାୟାମ କରନ୍ତି ତ ଆଉ କିଏ ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନ ଆଣନ୍ତି  । ଅର୍ଥାତ୍ ସତେଜ ପନିପରିବା କିମ୍ବା ଫଳମୂଳ ଖାଆନ୍ତି  । ତେବେ ଯଦି ନିଜ ସ୍ବାସ୍ଥ୍ୟର ଯତ୍ନ ନେବାକୁ…

ଭିଜିଲାନ୍ସ ପଞ୍ଝାରେ ନୟାଗଡ ସବ୍ ରେଜିଷ୍ଟ୍ରାର୍ : ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍

ନୟାଗଡ : ଭିଜିଲାନ୍ସ ପଞ୍ଝାରେ ସବ ରେଜିଷ୍ଟ୍ରାର୍ । ନୟାଗଡ ଜିଲ୍ଲା ସବ୍ ରେଜିଷ୍ଟ୍ରାର୍ ଶାଶ୍ବତ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି । ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫ ଚଢ଼ାଉରେ ସାମିଲ ଅଛନ୍ତି…

ରାୟଗଡାରେ ବାଛୁରୀ ମାରି ଖାଇଲା ମହାବଳ ବାଘ, ଭୟଭୀତ ଲୋକେ

ରାୟଗଡା: ପ୍ରଥମେ ଗଜପତି ଆଉ ଏବେ ରାୟଗଡାରେ ଆତଙ୍କ ଖେଳାଇଛି ମହାବଳ ବାଘ । ଲୋକଙ୍କ ମନରେ କୋକୁଆ ଭୟ । ଦିନରେ ବାଘ ଟି ଲୁଚି ରହିଥିବାବେଳେ, ରାତି ହେଲେ ବାହାରକୁ ବାହାରୁଛି । ଗତ ଦୁଇ ସପ୍ତାହ ହେବ ଜିଲ୍ଲାର ଗୁଡାରୀ, ପଦ୍ମପୁର ଏବଂ ଗୁଣୁପୁର ଜଙ୍ଗଲରେ ବାଘ ବୁଲୁଥିବାବେଳେ, ବାଘଟିକୁ ଧରିବା…

ଏଆଇ ଉପରେ ବାର୍ଷିକ ବୈଶ୍ୱିକ ସହଭାଗିତା ଶିଖର ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବୈଶ୍ୱିକ ସହଭାଗିତା (ଜିପିଏଆଇ) ଶିଖର ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରୀୟ ଆର୍ଟିଫିସିଆଲ…

ଭାଷା ଭାଗବତ : ସାଂଦ୍ର ଲେଖା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବିସ୍ତାରଣ ବା ସଂକ୍ଷେପଣ ଲେଖକେ ଯହିଁରେ ନିପୁଣ କରଂତି ସେପରି ଲିଖନ ଏହା ତ ସାହିତ୍ୟର ଗୁଣ କିଏ କରଂତି ସାଂଦ୍ର ଲେଖା କିଏ ବର୍ଣନାତ୍ମକ ଏକା ଉଭୟେ ଭାବନା ଓ ଚିଂତା ଆଦିକୁ ଦେଇ ବର୍ଣ-ସତ୍ତା କରଂତି ସାହିତ୍ୟ ସଂଭବ ବୁଝଂତି…

ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଲା ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସ ସହ ନିମନ୍ତ୍ରଣ

ଭୁବନେଶ୍ଵର: ଭୁବନେଶ୍ୱରରେ ପହଞ୍ଚିଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟାରୁ ଆସିଥିବା ନିମନ୍ତ୍ରଣ ସହ ଅକ୍ଷତ କଳସ । ଏହାପରେ ମଙ୍ଗଳବାର କାର୍ଯ୍ୟକର୍ତ୍ତାମାନେ ଏହି ଅକ୍ଷତ, ପୁଷ୍ପ ଓ ନିମନ୍ତ୍ରଣ ପତ୍ର ନେଇ ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଛନ୍ତି । ରାଜ୍ୟର ସର୍ବୋଚ୍ଚ…