ଚେନ୍ନାଇକୁ ବଡ ଝଟକା, ଓହରି ପାରନ୍ତି ପେସ ବୋଲର ଏଲିସ
ଚେନ୍ନାଇ: ଆଇପିଏଲ ୨୦୨୬ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ବଡ ଝଟକା ଲାଗିଛି । ପେସ ବୋଲର ନାଥାନ ଏଲିସ ଟୁର୍ଣ୍ଣାମେଟରୁ ଓହରି ଯାଇ ପାରନ୍ତି । ଅଷ୍ଟ୍ରେଲିଆର ଏହି ଯୁବ ପେସ ବୋଲର ବିଗ ବ୍ୟାଶ ଲିଗ ଅବସରରେ ଆଘାତପ୍ରାପ୍ତ ହୋଇଥିଲେ । ସେ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇ ନାହାନ୍ତି । ଡାକ୍ତର…