Latest Odisha News

BREAKING NEWS

Iran-US Talk: ଆମେରିକା ସହ ଆଲୋଚନା ପାଇଁ ଇରାନର ୭ ସର୍ତ୍ତ, ଟ୍ରମ୍ପ ନମାନିଲେ ‘ନିର୍ଣ୍ଣାୟକ ଯୁଦ୍ଧ’ ଧମକ!

ନୂଆଦିଲ୍ଲୀ: ଆମେରିକା ସହ ପୁଣିଥରେ ଆଲୋଚନା ଆରମ୍ଭ କରିବା ପାଇଁ ଇରାନ ନିଜର ୭ଟି ସର୍ତ୍ତ ରଖିଛି। କାତାର ମଧ୍ୟସ୍ଥତାରେ ଏହି ସର୍ତ୍ତଗୁଡ଼ିକୁ ଆମେରିକା ନିକଟରେ ପହଞ୍ଚାଯାଇଥିବା ଇରାନ ପକ୍ଷରୁ କୁହାଯାଇଛି। ତେବେ ଆମେରିକା ଏହି ଦାବିଗୁଡ଼ିକୁ ଗ୍ରହଣ ନକଲେ ଇରାନ ‘ନିର୍ଣ୍ଣାୟକ ଯୁଦ୍ଧ’ ପାଇଁ…

ସଙ୍କଟରେ ମକ୍କା ପ୍ରତିରକ୍ଷା ଚୁକ୍ତି: କାହାକୁ ଡରୁଛି ପାକିସ୍ତାନ?

ଦିଲ୍ଲୀ : ହୁତି ସଂଗଠନର ଚେତାବନୀ ପରେ ପାକିସ୍ତାନ ଓ ତୁର୍କୀର ଆଭିମୁଖ୍ୟ ବଦଳିଲା । ସାଉଦି ଆରବ, ପାକିସ୍ତାନ ଓ ତୁର୍କୀ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ତ୍ରିପାକ୍ଷିକ ‘ମକ୍କା ପ୍ରତିରକ୍ଷା ଚୁକ୍ତି’ ଏବେ ଗମ୍ଭୀର ସଂକଟର ସମ୍ମୁଖୀନ ହୋଇଛି। ସାଉଦି ଆରବର ବିଭିନ୍ନ ତୈଳ ପ୍ରକଳ୍ପ ଓ ପବିତ୍ର…

Illegal Arms Seizure:ବ୍ଲକିଂ ଓ ଯାଞ୍ଚ ବେଳେ ମିଳିଲା ବିପୁଳ ବେଆଇନ ଅସ୍ତ୍ରଶସ୍ତ୍ର;୨ ଗିରଫ

ବ୍ରଜରାଜନଗର: ଗାଡ଼ି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ଏକାଧିକ ଅପରାଧୀଙ୍କୁ କାବୁ କରାଯାଇଛି । ଏହି ଅଭିଯାନରରେ ୨ଜଣ ଯୁବକଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କ ନିକଟରୁ ୩ଟି ବେଆଇନ ଅସ୍ତ୍ର ଜବତ କରାଯାଇଛି। ବ୍ରଜରାଜନଗର ଗୋଲଚକର ଛକରେ ଏସ୍‌ଆଇ ପ୍ରଭାକର ପାତ୍ରଙ୍କ ନେତୃତ୍ୱରେ ପୋଲିସ ଟିମ୍ ବ୍ଲକିଂ ଓ…

Shree Gundicha Temple: ଶ୍ରଦ୍ଧାଳୁଙ୍କ ପାଇଁ ଖୁବ ଶୀଘ୍ର ଖୋଲିବ ଗୁଣ୍ଡିଚା ମନ୍ଦିର;ଦର୍ଶନ ପାଇଁ ଟିକେଟ…

ପୁରୀ:ଶ୍ରୀ ଗୁଣ୍ଡିଚା ମନ୍ଦିର ଅକ୍ଟୋବର ମାସରୁ ଭକ୍ତଙ୍କ ପାଇଁ ଖୋଲାଯିବାର ସମ୍ଭାବନା ରହିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପରିଚାଳନା କମିଟିର ସଦସ୍ୟ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଗୁଣ୍ଡିଚା ମନ୍ଦିର ଯାଇ ଉନ୍ନତି ମୂଳକ କାମର ସ୍ଥିତି ପରଖିଛନ୍ତି ।…

ପାକିସ୍ତାନୀ ସେନା ପାଇଁ ବଢ଼ିଲା ଚିନ୍ତା : ବିଏଲ୍ଏ କବଜାରେ ପାକର ଏହି ଅଞ୍ଚଳ

ପାକିସ୍ତାନ: ପାକିସ୍ତାନର ଅଶାନ୍ତ ବଲୋଚିସ୍ତାନ ପ୍ରଦେଶରେ ବିଦ୍ରୋହୀ ସଂଗଠନ ବଲୋଚ ଲିବରେସନ ଆର୍ମି ନିଜର ଆକ୍ରମଣକୁ ଆହୁରି ତୀବ୍ର କରିଛି। ପ୍ରାପ୍ତ ବିଶେଷ ଖବର ଅନୁଯାୟୀ, ବିଏଲ୍ଏ ର ସଶସ୍ତ୍ର ବନ୍ଧୁକଧାରୀମାନେ ବଲୋଚିସ୍ତାନର କେଚ୍ ଜିଲ୍ଲା ଅନ୍ତର୍ଗତ ମାନ୍ଦ ଅଞ୍ଚଳର ଏକାଧିକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିଲେଇ ପ୍ରଜାତିର ସନ୍ଧାନ

ନୂଆଦିଲ୍ଲୀ:ପ୍ରାୟ ୧୦୦ ବର୍ଷରୁ ଅଧିକ ସମୟ ପରେ ବିଲେଇର ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ପ୍ରଜାତିର ସନ୍ଧାନ ମିଳିଛି, ଯାହାର ବୈଜ୍ଞାନିକ ନାମ ଲିଓପାର୍ଡସ ତିଲକାୟୋ ରଖାଯାଇଛି ।  ୨୦୧୭ ମସିହାରେ ଦକ୍ଷିଣ ଆମେରିକାର ବୋଲିଭିଆରେ ଜଣେ ସ୍ଥାନୀୟ ବ୍ୟକ୍ତି ରାସ୍ତା କଡ଼ ଜଙ୍ଗଲରୁ ଏକ ଛୋଟ ବିଲେଇ ଛୁଆ…

ଏସୀୟ କ୍ରୀଡ଼ା ୨୦୨୬: ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍‌ର ଜର୍ସି, ରହିବା ସମସ୍ୟାର ସମାଧାନ

ଆଇଚି-ନାଗୋୟା: ଜାପାନର ଆଇଚି-ନାଗୋୟାରେ ଆୟୋଜିତ ହେବାକୁ ଥିବା ୨୦ଶ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ପ୍ରସ୍ତୁତି, ଜର୍ସି (କିଟ୍) ଏବଂ ରହିବା ବ୍ୟବସ୍ଥା ସମସ୍ୟାର ସମାଧାନ ହୋଇଛି ।  କ୍ରୀଡ଼ା ମନ୍ତ୍ରଣାଳୟର ସୂଚନା ଅନୁସାରେ, ଭାରତୀୟ ଖେଳାଳିଙ୍କ ପାଇଁ ସଠିକ୍ ମାପର ଏସୀୟ…

ୱେଷ୍ଟଇଣ୍ଡିଜ୍ ସିରିଜ୍: ୱାଶିଂଟନ୍ ସୁନ୍ଦରଙ୍କୁ ନେଇ ଲକ୍ଷ୍ମଣ, ଗମ୍ଭୀର ଓ ଗିଲ୍‌ଙ୍କ ମଧ୍ୟରେ ମତଭେଦ

ଆଗାମୀ ଦିନରେ ଭାରତୀୟ କ୍ରିକେଟ୍ ଟିମ୍ ଏକାସାଙ୍ଗରେ ଦୁଇଟି ଅଲଗା ଅଲଗା ଫର୍ମାଟ୍‌ରେ ମୈଦାନକୁ ଓହ୍ଲାଇବାକୁ ଯାଉଛି । ଗୋଟିଏ ପଟେ ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ଟି୨୦ ଟିମ୍ ଭାଗ ନେବ, ଅନ୍ୟପଟେ ଭାରତ ମାଟିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ…

Statewide ‘Daman’ Drive:୨୧ରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ;ଅପରାଧୀଙ୍କ ଉପରେ ନଜର…

କଟକ:ଓଡ଼ିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ‘ଦମନ’ ଆରମ୍ଭ ହେବ । ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ପଦକ୍ଷେପ ନେବା ପାଇଁ ଏହି ଅଭିଯାନ କରାଯିବ । ସେପ୍ଟେମ୍ବର ୨୧ରୁ ୩୦ ପର୍ଯ୍ୟନ୍ତ ଓଡ଼ିଶାରେ ‘ଦମନ’…

PM Modi flags climate inequality:ବିକଶିତ ଦେଶଗୁଡ଼ିକରେ କାର୍ବନ୍ ନିର୍ଗମନ ଭାରତ ତୁଳନାରେ ଛଅ ଗୁଣ ଅଧିକ:…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କହିଛନ୍ତି ଯେ ଭାରତ ଶତାବ୍ଦୀ ଧରି ପ୍ରକୃତି ଓ ପରିବେଶ ସମ୍ବନ୍ଧୀୟ ବିଷୟରେ ବିଶ୍ୱକୁ ଦିଗ୍‌ଦର୍ଶନ ଦେଇଆସୁଛି। ବର୍ତ୍ତମାନ, ନିଜର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଓ ଅଭିଜ୍ଞତାକୁ ଆଧାର କରି ଭାରତ ଆଧୁନିକ ଜଳବାୟୁ ସମ୍ବନ୍ଧୀୟ…