Latest Odisha News

BREAKING NEWS

Artificial Sun: ନିଜର ‘ସୂର୍ଯ୍ୟ’ ଗଢ଼ୁଛି ଭାରତ!

ନୂଆଦିଲ୍ଲୀ: ଇତିହାସ ରଚିବ ଭାରତ! ଗଢ଼ୁଛି ନିଜର ‘ସୂର୍ଯ୍ୟ’! ଗୁଜରାଟରେ ଚାଲିଛି ଏମିତି ପରୀକ୍ଷା…ଯାହା ବଦଳାଇପାରେ ଭବିଷ୍ୟତର ବିଦ୍ୟୁତ୍ ଉତ୍ପାଦନ! ନିଜର ସୂର୍ଯ୍ୟ ତିଆରି କରିବା ଦିଗରେ ଭାରତର ବଡ଼ ପଦକ୍ଷେପ। ଗୁଜରାଟରେ ଥିବା ଇନ୍‌ଷ୍ଟିଚ୍ୟୁଟ୍ ଫର୍ ପ୍ଲାଜ୍ମା ରିସର୍ଚ୍ଚର SST-1…

ସ୍କ୍ରବ୍ ଟାଇଫସକୁ ନେଇ ଏଭଳି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର କିଛି ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍ ଏବଂ ଝାଡ଼ାବାନ୍ତି ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି। ଜନସାଧାରଣଙ୍କୁ ଆଶ୍ୱାସନା ଦେଇ ସେ କହିଛନ୍ତି ଯେ ଏଥିପାଇଁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।…

Green Energy: କେବଳ ତେଲ-ଗ୍ୟାସ୍ ନୁହେଁ, ଏବେ ‘ଗୋବର ଗ୍ୟାସ୍’ ବି ତିଆରି କରିବ ଓଏଲ୍ ଇଣ୍ଡିଆ!

ନୂଆଦିଲ୍ଲୀ: ତେଲ ଓ ପ୍ରାକୃତିକ ଗ୍ୟାସ୍ ଉତ୍ତୋଳନ କରୁଥିବା ମହାରତ୍ନ କମ୍ପାନୀ ଓଏଲ୍ ଇଣ୍ଡିଆ ଲିମିଟେଡ୍(OIL) ଏବେ ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଆଗାମୀ ୩ ବର୍ଷରେ କମ୍ପାନୀ ପ୍ରାୟ ୧୫,୦୦୦ କୋଟି ଟଙ୍କା ନିବେଶ କରିବ। ଏହା ସହ ଦେଶର ବିଭିନ୍ନ ସ୍ଥାନରେ ୨୫ଟି…

NANIଙ୍କୁ ସମାଲୋଚନା: “ତାମିଲ୍ ସିନେମା ବାଇବେଲ୍ ସଦୃଶ”

ଚେନ୍ନାଇ: ନାନୀ ଓରଫ୍ ନବୀନ ବାବୁ । ଭାରତୀୟ ସିନେମା ଜଗତରେ ଏକ ଜଣାଶୁଣା ନାଁ । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ସୁନ୍ଦର ଅଭିନେତା ଓ ପ୍ରୟୋଜକ ଭାବେ ସେ ଖୁବ୍ ଫେମସ୍ । ଜଣେ ହାଇଏଷ୍ଟ ପେଡ୍ ଅଭିନେତା ଭାବେ ସବୁଠାରୁ ଅଧିକ ଲୋକପ୍ରୀୟ ଆର୍ଟିଷ୍ଟ ଭାବେ ସେ ଖୁବ୍ ପରିଚିତ । ହେଲେ ଏଇ…

ରାୟଗଡ଼ାର ବିଦ୍ୟାଳୟରେ ଜଣ୍ଡିସ୍‌ ଆକ୍ରାନ୍ତ, ୨୦ ଛାତ୍ରୀ ଅସୁସ୍ଥ

ରାୟଗଡ଼ା: ରାୟଗଡ଼ାର ରୋବାଡ଼ି ବାଳିକା ଉଚ୍ଚ ବିଦ୍ୟାଳୟର ୨୦ରୁ ଅଧିକ ଛାତ୍ରୀ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଯାହା ଫଳରେ ପ୍ରାୟ ୬୦ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯାଇଛନ୍ତି। ପ୍ରଥମେ କିଛି ଛାତ୍ରୀଙ୍କ ଠାରେ ରୋଗର ଲକ୍ଷଣ ଦେଖାଦେବା ପରେ ବିଦ୍ୟାଳୟରେ ଜଣ୍ଡିସ୍‌ର ଭୟ…

ପରୀକ୍ଷାରେ ChatGPTର ବ୍ୟବହାର, ଧରାପଡି ଛାତ୍ରଙ୍କ ଆତ୍ମହତ୍ୟା, କ୍ୟାମ୍ପସ୍‌ରେ ବିକ୍ଷୋଭ

ମୁମ୍ବାଇ : ଏବେ ବହୁଳ ଭାବେ ବ୍ୟବହୃତ ହେଉଥିବା ଚାଟ୍ ଜିପିଟି , ୟେତିକି ଭଲ ସେତିକି ଖରାପ । ଏକଥା ପ୍ରମାଣ ହୋଇଛି ବମ୍ବେର ଏକ ଘଟଣାରୁ । ପରୀକ୍ଷା ହଲରେ ଚାଟ୍ ଜିପିଟି ବ୍ୟବହାର କରି ଲେଖୁଥିବା ବେଳେ ଧରାପଡିଥିଲେ ଜଣେ ଆଇଆଇଟି ବମ୍ବେର ଛାତ୍ର । ଧରାପଡିବା ପରେ ମାନସିକ ଚାପରେ ଆତ୍ମହତ୍‌ୟା…

ନାଇଜର ହଷ୍ଟେଲ୍ ଛାତରୁ ପଡି ଛାତ୍ର ମୃତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ 'ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ' (NISER) ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ହଷ୍ଟେଲ୍ ଛାତରୁ ଖସିପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ପରିଚୟ ବିନୟ…

WB By-polls: ଉପନିର୍ବାଚନ ପୂର୍ବରୁ ସାୟୋନୀଙ୍କ ବଡ ବୟାନ! ବଢ଼ିଲା ରାଜନୈତିକ ତାତି…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ତାତି ବଢ଼ିଛି। ଉପନିର୍ବାଚନ ପୂର୍ବରୁ NCPI ସାଂସଦ ସାୟୋନୀ ଘୋଷ BJPକୁ “ଏକଜୁଟ ଓ ଶୃଙ୍ଖଳିତ ଦଳ” ବୋଲି କହିଥିବାବେଳେ ବିରୋଧୀ ଶିବିରରେ ଗୁରୁତର ଦ୍ୱନ୍ଦ୍ୱ ଥିବା ଦାବି କରିଛନ୍ତି। ତେବେ ଏହା ସାୟୋନୀ ଘୋଷଙ୍କ ନିଜସ୍ୱ…

Dengue Vaccine: ଡେଙ୍ଗୁକୁ ଟକ୍କର ଦେବ ଟିକା! ଭାରତକୁ ଆସୁଛି QDENGA, ଜାଣନ୍ତୁ କେତେ ପ୍ରଭାବୀ…

ନୂଆଦିଲ୍ଲୀ: ଡେଙ୍ଗୁ ରୋକିବା ଦିଗରେ ଭାରତ ପାଇଁ ଆସିଛି ବଡ଼ ଖବର। ଆସନ୍ତା ୨୦୨୭ର ପ୍ରଥମ ଛଅ ମାସ ମଧ୍ୟରେ ଦେଶରେ ପ୍ରଥମ CDSCO ମଞ୍ଜୁରୀପ୍ରାପ୍ତ ଡେଙ୍ଗୁ ଟିକା ବଜାରରେ ଉପଲବ୍ଧ ହେବାର ଆଶା ରହିଛି। ଜାପାନୀ ଫାର୍ମା କମ୍ପାନୀ ଟାକେଡାର ‘QDENGA’ ଟିକାକୁ ଭାରତରେ ଆଣିବା ପାଇଁ ଡ. ରେଡ୍ଡୀଜ୍…

ପିଲାଙ୍କ ପାଇଁ ବିପଦ କୁକୁର, ୬ ମାସର ଶିଶୁକୁ ଝୁଣି ପକାଇଲା ପିଟବୁଲ୍…

ସୋନିପତ୍: ୬ ମାସର ଶିଶୁକୁ ଝୁଣି ଦେଲା ପିଟବୁଲ୍। ଏଭଳି ଏକ ଭୟଙ୍କର ଭିଡିଓ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ ପିଟ୍ ବୁଲ୍ ହଠାତ୍ ଏକ ୬ମାସର ଶିଶୁକୁ ଆକ୍ରମଣ କରୁଥିବା ନଜର ଆସୁଛି। ଏହି ଘଟଣା ହରିୟାଣାରେ ଘଟିଥିବା ଜଣାପଡ଼ିଛି। ସୌଭାଗ୍ୟବଶତଃ ପିଲାଟି…