ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମହାପ୍ରସାଦ ମହାତ୍ମ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସମତୁଲ ଅନ୍ନବ୍ରହ୍ମ ମହାପ୍ରସାଦଙ୍କ ମହାତ୍ମ୍ୟ ଖୋଜି ବସିଲେ ପ୍ରାୟ ସମସ୍ତ ଶାସ୍ତ୍ରରେ ଏହା ମିଳିଥାଏ। ତଥାପି ନିର୍ଦ୍ଧିଷ୍ଟ ଭାବେ ଶ୍ରୀମହାପ୍ରସାଦଙ୍କ ମହିମା,…