Latest Odisha News

BREAKING NEWS

ଟେସଲା ଆଣିବ ୨୦ ଲକ୍ଷର ଇଲେକ୍ଟ୍ରିକ୍ କାର, ଭାରତରେ ବସାଇବ କାରଖାନା

ନୂଆଦିଲ୍ଲୀ: ଅରବପତି ବ୍ୟବସାୟୀ ଏଲନ ମସ୍କଙ୍କ କମ୍ପାନୀ ଟେସଲା ଭାରତରେ ବାର୍ଷିକ ୫ ଲକ୍ଷ ଇଲେକ୍ଟ୍ରିକ୍ କାର ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ କରିବ । ନିବେଶ ନେଇ ଟେସଲା ପକ୍ଷରୁ ସରକାରଙ୍କ ସହ ଆଲୋଚନା ଆରମ୍ଭ ହୋଇଛି । ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁସାରେ,…

ୱିମ୍ବେଲଡନ ଟେନିସ: ସେମିଫାଇନାଲରେ ହାରିଲେ ବୋପାନ୍ନା-ଏବଡେନ

ଲଣ୍ଡନ: ଚଳିତ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନଙ୍କ ଅଭିଯାନ ପୁରୁଷ ଡବଲ୍ସରେ ଶେଷ ହୋଇଛି । ବୋପାନ୍ନ-ଏବଡେନ ପ୍ରଭାବୀ ପ୍ରଦର୍ଶନ ସହ ସେମିଫାଇନାଲରେ ପ୍ରବେଶ କରି ଟାଇଟଲ ହାସଲ ଆଶା ସୃଷ୍ଟି କରିଥିଲେ । ତେବେ ସେମିରେ ସେମାନଙ୍କୁ…

୩୦ ଲକ୍ଷ ଟଙ୍କାର ଟମାଟୋ ବିକିଥିବା ଚାଷୀଙ୍କୁ ହତ୍ୟା, ବ୍ୟବସାୟୀ ମାରି ଦେଇଥିବା ପରିବାରର ଅଭିଯୋଗ

ବିଶାଖାପାଟଣା: ବଜାରରେ ଟମାଟୋର ଭାଉ କାହିଁରେ କେତେ ? ଆଜିର ଦିନରେ ଯାହା ପାଖେ ଟମାଟୋ ଅଛି, ସେ ଏବେ ଲକ୍ଷପତି । ଆଉ ଟମାଟୋ ଚାଷ କରି ଲକ୍ଷପତି ବନିଥିବା ଆନ୍ଧ୍ରର ଜଣେ ଚାଷୀଙ୍କୁ ଗାଁ ଦାଣ୍ଡରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ବୁଧବାର ଆନ୍ଧ୍ରପ୍ରଦେଶର ଅନ୍ନାମୟା ଜିଲ୍ଲାରେ ନରେମ…

ଆଇସିସିର ଐତିହାସିକ ଘୋଷଣା: ପୁରୁଷ ଓ ମହିଳା ଟିମ ପାଇଁ ସମାନ ପୁରସ୍କାର ରାଶି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଏକ ଐତିହାସିକ ଘୋଷଣା କରିଛି । ଆଗକୁ ସମସ୍ତ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଂଟରେ ଉଭୟ ପୁରୁଷ ଓ ମହିଳା ଟିମଙ୍କୁ ସମାନ ପରିମାଣର ପୁରସ୍କାର ରାଶି ପ୍ରଦାନ କରାଯିବ । ଆଗାମୀ ଟି୨୦ ବିଶ୍ୱକପରୁ ଏହାର ଆରମ୍ଭ…

ଏଏସଓ ମେରିଷ୍ଟ ଲିଷ୍ଟ ବାତିଲ ପ୍ରସଙ୍ଗ, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ; କିଏ କ’ଣ ଯୁକ୍ତି ରଖିଲେ ପଢ଼ନ୍ତୁ

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦବୀ ପାଇଁ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ରିଭ୍ୟୁ ପିଟିସନ ଉପରେ ଗୁରୁବାର ଓଡ଼ିଶା ହାଇକୋର୍ଟ ଶୁଣାଣି କରିଛନ୍ତି। ଓପିଏସସି ଓ ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।…

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ପାଇଁ ଦୋକାନ ମାଲିକଙ୍କ ଧମକ

ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ବନ୍ଦ ହେଉନି ବୁଲା ବିକାଳିଙ୍କ ପସରା । ଅନଧିକୃତ ଭାବେ ଭୁବନେଶ୍ୱର ୟୁନିଟ୍ ୨ ମାର୍କେଟ ବିଲ୍ଡିଂରେ ବସୁଥିବା ବ୍ୟବସାୟୀଙ୍କୁ ନେଇ ଦୋକାନ ମାଲିକ ସଂଘ ମାର୍କେଟ ବିଲ୍ଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ଧମକ ଦେଇଛି । ଆଜି ୟୁନିଟ୍ ୨…

ଅନୁଭବ-ବର୍ଷା ବିବାହ ବିଚ୍ଛେଦ, ତିନି ମାସ ମଧ୍ୟରେ ମାମଲା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଅନୁଭବ-ବର୍ଷା ଛାଡ଼ପତ୍ର ମାମଲାରେ ହସ୍ତକ୍ଷେପ କଲେ ଓଡ଼ିଶା ହାଇକୋର୍ଟ। ୪ ସପ୍ତାହ ମଧ୍ୟରେ ବର୍ଷାଙ୍କ ଚୂ଼ଡାନ୍ତ ସାକ୍ଷ୍ୟ ଗ୍ରହଣ କରି ୩ ମାସ ମଧ୍ୟରେ ମାମଲା ଫଇସଲା କରିବାକୁ ପରିବାର ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ମାମଲାର ଶୁଣାଣି…

ଛାତ୍ର ନିର୍ବାଚନ: ସୌମ୍ୟଙ୍କ ସିଧା ପ୍ରଶ୍ନ, ଛାତ୍ର ନେତାଙ୍କୁ କାହିଁକି ଡରୁଛନ୍ତି ସରକାର?

ବାରିପଦା: ସାରା ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ନେଇ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ଶାସକ ବିଜୁ ଜନତା ଦଳର ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ। ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା…

କେଉଁ କାରଣ ପାଇଁ ଆଗାମୀ ନିର୍ବାଚନରେ ଦଳୀୟ ଟିକେଟ ପାଇବେ ପାଟ୍ଟଶାଣୀ ରଖିଲେ ପ୍ରତିକ୍ରିୟା

ଭୁବନେଶ୍ୱର: ଯିଏ ମୁହଁ ଖୋଲିବ ତାଙ୍କର ଟିକେଟ କଟିବ। ଶାସକ ଦଳର ନେତା, ବିଧାୟକ ଏହିଭଳି କୋକୁଆ ଭୟ ଭିତରେ ଗତି କରୁଛନ୍ତି। ତେଣୁ ଅସନ୍ତୋଷ ଯେତେଥିଲେ ମଧ୍ୟ କେହି କିଛି କହିବାକୁ ନାରାଜ ବୋଲି ବିରୋଧୀ କହୁଛନ୍ତି। ଏହାରି ଭିତରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ବୟାନ ଏବେ…

ବିଜେପିର ନିର୍ଦେଶ, ଗାଁରେ ରହିବେ କେନ୍ଦ୍ରମନ୍ତ୍ରୀ!

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳ ଘନ ଘନ ବୈଠକ କରୁଛନ୍ତି। ଜାତୀୟ ଦଳ ବିଜେପି ଓ କଂଗ୍ରେସ ଅଧିକ ତତ୍ପର ହେଉଥିବା ଦେଖିବାକୁ ମିଳିଛି। ବିଜେପି ଏଥିପାଇଁ ଏକ ଷ୍ଟ୍ରାଟେଜି ବୈଠକ କରିଛି। ଦଳର ଜାତୀୟ ସଭାପତି ଜେ…